ସିଏମ୍ ଟ୍ରଫି-୨୦୨୫ ଲୋଗୋ, ଟ୍ରଫି ଓ ଆନ୍‌ଥେମ୍‌ ଉନ୍ମୋଚନ

ସିଏମ୍ ଟ୍ରଫିର ଆୟୋଜନ ଦ୍ୱାରା ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ ହୋଇପାରିବ : କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର୨୫ ମେ’ ୨୦୨୫: ଲକ୍ଷ୍ୟ ଏକ, ପ୍ରତିଭା ଅନେକ। ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆଗ୍ରହ କ୍ରମେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଫୁଟବଲ୍ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ୍‌ ଚାମ୍ପିୟନ୍‌ସିପ୍‌-୨୦୨୫ ଆୟୋଜନ…

Read More

ବହୁଚର୍ଚ୍ଚିତ ହକି ଇଣ୍ଡିଆ ଲିଗ୍‌ର ପୁରୁଷ ଓ ମହିଳା ଚମ୍ପିୟାନସିପ୍‌ରେ ବିଜେତା ଦଳ ପାଇନାହାଁନ୍ତି ସେମାନଙ୍କର ପ୍ରାପ୍ୟ ।

ବହୁ ଚର୍ଚ୍ଚିତ ହକି ଇଣ୍ଡିଆ ଲିଗର ଏକ ନକାରାତ୍ମକ ଚିତ୍ର ଦେଖିବାକୁ ମିଳିଛି୤ ୨୦୨୪-୨୦୨୫ ବର୍ଷ ପାଇଁ ହୋଇଥିବା ହକି ଇଣ୍ଡିଆ ଲିଗ୍ର ଦୁଇ ଚାମ୍ପିଅନ – ପୁରୁଷ ବର୍ଗର ବିଜେତା ଶ୍ରାଚି ରାର୍ତ୍ ବେଙ୍ଗଲ ଟାଇଗର୍ସ ଏବଂ ମହିଳା ବର୍ଗର ବିଜେତା ଓଡ଼ିଶା ୱାରିୟର୍ସ ଦଳର ଖେଳାଳୀମାନେ ସେମାନଙ୍କର ଖେଳ ସମ୍ପର୍କୀତ ପ୍ରାପ୍ୟ ପାଇଅ ନଥିବା ଜଣାପଡ଼ିଛି୤ କେବଳ ଏତିକି ନୁହେଁ ଏହି ଦୁଇ ଦଳର ସପୋର୍ଟ ଷ୍ଟାଫ୍ ବା ସହଯୋଗୀ କର୍ମଚାରୀ ଏବଂ ଅନ୍ୟ…

Read More