ବିଶ୍ବ ଶୀତକାଳୀନ ସ୍ଵତନ୍ତ୍ର ଅଲମ୍ପିକ୍ସ କୁ ପ୍ରକାଶ ରଥ ଆମନ୍ତ୍ରିତ ।

ଭୁବନେଶ୍ଵର, ୨୩.୨.: ଇଟାଲୀ ର ତୁରିନ୍ ଠାରେ ଆସନ୍ତା ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାକୁ ଥିବା ସ୍ ବିଶ୍ବ ଶୀତକାଳୀନ ସ୍ବତନ୍ତ୍ର ଅଲମ୍ପିକ୍ସ ପ୍ରତିଯୋଗୀତା ରେ ସ୍ବେଛାସେବୀ ପରିଚାଳନା ଓ ପ୍ରତିଯୋଗୀ ଏଵଂ ଦର୍ଶକ ସହାୟତା କାର୍ଯ୍ୟ କୁ ସୁଚାରୁ ରୂପେ ଆଗେଇ ନେବାକୁ ଏସ୍ ଓ ବି ଓଡ଼ିଶା ର ଆଞ୍ଚଳିକ ନିର୍ଦେଶକ ପ୍ରକାଶ ରଥ ଙ୍କୁ ସେଠିକାର ସ୍ଥାନୀୟ ଆୟୋଜକ ସଂଘଟନ ଆମନ୍ତ୍ରିତ କରିଛି। ଶ୍ରୀ ରଥ ସେଠାରେ ଚଳିତ ମାର୍ଚ୍ଚ ୪ ରୁ…

Read More

ମନାଲିର ଶୀତକାଳୀନ ଦୁଃସାହାସିକ ଶିବିରରେ ଯୋଗଦେବେ ଓଡ଼ିଶାର ଛାତ୍ରଛାତ୍ରୀ

ଭୁବନେଶ୍ୱର, (୨୪/୨): ହିମାଚଳ ପ୍ରଦେଶ ମନାଲି ଠାରେ ଆସନ୍ତା ଫେବୃଆରୀ ୨୭ ତାରିଖରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଶୀତକାଳୀନ ଦୁଃସାହାସିକ ଶିବିର (ୱ୍ୱିଣ୍ଟର ଆଡ଼ଭେଞ୍ଚର କ୍ୟାମ୍ପ) ଆୟୋଜିତ ହେବାକୁ ଯାଉଛି। ଏହି ଶୀତକାଳୀନ ଦୁଃସାହାସିକ ଶିବିରରେ ଓଡ଼ିଶାରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେବେ। ଏଥିପାଇଁ ଛାତ୍ରଛାତ୍ରୀମାନେ ଆଜି ମନାଲି ଅଭିମୁଖେ ନିଜର ଯାତ୍ରା ଆରମ୍ଭ କରିବେ। ଏହି ଅବସରରେ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା,…

Read More

ସୁଟିଂ ବିଶ୍ଵକପ ରେ ଶ୍ରୀୟଙ୍କା

ରାଉରକେଲା: ଓଡ଼ିଶାର ମହିଳା ସୁଟର ଶ୍ରିୟଙ୍କା ଷଡ଼ଙ୍ଗୀ ସୁଟିଂ ବିଶ୍ଵକପ ଦଳରେ ସ୍ଥାନ ପାଇଛନ୍ତି। ଆର୍ଜେଣ୍ଟିନା ର ବୁଏନାସ ଏୟରାସ ଓ ପେରୁ ର ଲିମା ଠାରେ ଆୟୋଜିତ ହେବାକୁ ଥିବା ଆଇ ଏସ ଏସ ଏଫ୍ ସୁଟିଂ ବିଶ୍ଵକପ ରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଶ୍ରୀୟଙ୍କା। ଚକିତ ବର୍ଷ ଅପ୍ରେଲ ୧ ତାରିଖରୁ ୧୧ ତାରିଖ ଆର୍ଜେଣ୍ଟିନା ଓ ୧୩ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ପେରୁ ରେ ଦୁଇଟି ପ୍ରତିଯୋଗିତା ଆୟୋଜିତ ହେବ…

Read More

୩୮ତମ ନ୍ୟାସନାଲ ଗେମ୍ସର ଓଡ଼ିଶାର ପଦକ ବିଜେତାଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା

ସ୍ବର୍ଣ୍ଣ ପଦକ ପାଇଁ ୬ ଲକ୍ଷ, ରୌପ୍ୟ ପାଇଁ ୪ ଲକ୍ଷ ଏବଂ କାଂସ୍ୟ ପଦକ ପାଇଁ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ ନ୍ୟାସନାଲ ଗେମ୍ସରେ ଓଡ଼ିଶାର ବିଜୟ ଯୁବକ୍ରୀଡ଼ାବିତଙ୍କ ପାଇଁ ପ୍ରେରଣାଦାୟୀ : ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର, (୨୨/୨): ୩୮ତମ ନ୍ୟାସନାଲ ଗେମ୍ସରେ ବିଜୟ ହାସଲ କରିଥିବା ଓଡ଼ିଶାର ସମସ୍ତ ପଦକ ବିଜେତାମାନଙ୍କୁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର…

Read More

ଭାରତୀୟ ବଂଶୋଦ୍ଦଭବ ଇଂଲଣ୍ଡ ଦଳର ଖେଳାଳି।

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ ଭୁବନେଶ୍ବର ରେ ଚାଲିଥିବା ପ୍ରୋ ଲିଗ୍ ହକି ରେ ଭାଗ ନେଇଛି ଇଂଲଣ୍ଡ ଦଳ। ଏହି ଦଳରେ ୪ ନମ୍ବର ଜର୍ସି ପରିଧାନ କରି ଖେଳୁଛନ୍ତି ରୋହନ ଭୁହି ।ରୋହନ ଙ୍କ ପୁରା ନାମ ରୋହନ ସିଂହ ଭୂହି (୨୫) ବାପା ହର୍ଭିନ୍ଦର୍ ସିଂହ ପୂର୍ବତନ ହକି ଖେଳାଳି ସେ ଜଣେ ଦକ୍ଷ ହକି ଖେଳାଳି ଥିଲେ ବୋଲି କୁହନ୍ତି ରୋହନ। ୨୦୦୦ ହଜାର ମସିହାରେ ଇଂଲଣ୍ଡ ର ଲିସେଷ୍ଟାର ରେ ଜନ୍ମିତ…

Read More

ପ୍ରୋ ଲିଗ୍ ମହିଳା ହକି ରେ ସ୍ପେନ ଓ ଇଂଲଣ୍ଡ ବିଜୟ।

ଭୁବନେଶ୍ବର: ପ୍ରୋ ଲିଗ୍ ହକି ର ଦ୍ୱିତୀୟ ଦିବସରେ ମହିଳା ବର୍ଗ ରେ ପ୍ରଥମ ମ୍ୟାଚ୍ ସ୍ପେନ ଓ ଜର୍ମାନୀ ମଧ୍ୟରେ ହୋଇଥିଲା। ଏହି ମ୍ୟାଚ୍ ଟି ସଂଘର୍ଷ ପୁର୍ଣ୍ଣ ହୋଇଥିଲା। ପ୍ରଥମ ମ୍ୟାଚ୍ ରେ ସ୍ପେନ ପ୍ରଥମରୁ ସୁନ୍ଦର ଖେଳ ପ୍ରଦର୍ଶନ କରି ୫ ମ ମିନିଟ୍ ରେ ଶୋଫିଆ ରୋଦସ୍କି ଙ୍କ ସୁନ୍ଦର ଫିଲ୍ଡ ଗୋଲ ଦଳକୁ ଅଗ୍ରଣୀ କରାଇଥିଲା । ସେହିପରି ଖେଳର ୧୨ ତମ ମିନିଟ୍ ରେ ଜର୍ମାନୀ ର ଏଇନା…

Read More

ପ୍ରୋ ଲିଗ୍ ରେ ଭାରତୀୟ ମହିଳା ଦଳର ଦମଦାର୍ ବିଜୟୀ ।

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହେଲା ଉଭୟ ପୁରୁଷ ଓ ମହିଳା ହକି ପ୍ରୋ ଲିଗ୍ ପ୍ରତିଯୋଗିତା । ୧୫ ଫେବ୍ରୁଆରୀ ରୁ ଆରମ୍ଭ ହୋଇ ୨୫ ଫେବ୍ରୁଆରୀ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଆଜି ଦ୍ୱିତୀୟ ମ୍ୟାଚ ସନ୍ଧ୍ୟା ୫.୧୫ ମିନିଟ୍ ରୁ ଆରମ୍ଭ ହୋଇଥିଲା ଏହି ମ୍ୟାଚ୍ ମହିଳା ବର୍ଗ ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିଲା। ଏହି ମ୍ୟାଚ୍ ଟି ଅତ୍ୟନ୍ତ ରୋମାଞ୍ଚକର ଓ ସଂଘର୍ଷ ପୂର୍ଣ୍ଣ ହୋଇଥିଲା…

Read More

କଳିଙ୍ଗ ରେ ଆରମ୍ଭ ହେଲା ହକି ପ୍ରୋ ଲିଗ୍

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହେଲା ଉଭୟ ପୁରୁଷ ଓ ମହିଳା ହକି ପ୍ରୋ ଲିଗ୍ ପ୍ରତିଯୋଗିତା । ୧୫ ଫେବ୍ରୁଆରୀ ରୁ ଆରମ୍ଭ ହୋଇ ୨୫ ଫେବ୍ରୁଆରୀ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଆଜି ପ୍ରଥମ ମ୍ୟାଚ୍ ଅପରାହ୍ନ ୩ ଟାରୁ ଆରମ୍ଭ ହୋଇଥିଲା ଏହି ମ୍ୟାଚ୍ ମହିଳା ବର୍ଗ ରେ ସ୍ପେନ ଓ ଜର୍ମାନୀ ମଧ୍ୟରେ ହୋଇଥିଲା। ଏହି ମ୍ୟାଚ୍ ଟି ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା । ଖେଳ ଆରମ୍ବାରୁ ସ୍ପେନ…

Read More

୩୮ତମ ନ୍ୟାସନାଲ ଗେମ୍ସରେ ଓଡ଼ିଶାକୁ ୪୬ଟି ପଦକ

୧୪ଟି ସ୍ବର୍ଣ୍ଣ, ୧୫ଟି ରୌପ୍ୟ ଏବଂ ୧୭ଟି କାଂସ୍ୟ ପଦକ ହାସଲ କଲେ ଓଡ଼ିଶାର କ୍ରୀଡ଼ାବିତ ସର୍ବଭାରତୀୟ ସ୍ତରରେ ଓଡ଼ିଶାକୁ ମିଳିଲା ୧୨ତମ ସ୍ଥାନ ଓଡ଼ିଶାର ସଫଳ କ୍ରୀଡ଼ାବିତଙ୍କୁ ସ୍ବର୍ଣ୍ଣ ପଦକ ପାଇଁ ୬ ଲକ୍ଷ, ରୌପ୍ୟ ପଦକ ପାଇଁ ୪ ଲକ୍ଷ ଓ କାଂସ୍ୟ ପଦକ ପାଇଁ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଆମ କ୍ରୀଡ଼ାବିତମାନେ ହେଉଛନ୍ତି ଆମ ଗର୍ବ ଓ ଗୌରବ: କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ…

Read More

ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ଓ କ୍ରୀଡ଼ାପ୍ରତିଭା ବିକାଶ କରିବା ଆମ ଲକ୍ଷ୍ୟ : କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର (୧୨/୨): ଓଡ଼ିଶାର ସମସ୍ତ ବ୍ଲକରେ ଷ୍ଟାଡିୟମ ନିର୍ମାଣ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ବ୍ଲକ ଗୁଡ଼ିକରେ ହେବାକୁ ଥିବା ଷ୍ଟାଡିୟମ ନିମନ୍ତେ ଉପଯୁକ୍ତ ସ୍ଥାନ ନିରୂପଣ କରିବା ପାଇଁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ଏକ ବୈଠକର ଆୟୋଜନ କରାଯାଇଥିଲା। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।…

Read More