ଚମ୍ପିୟାନସ ଟ୍ରଫି ହାତେଇଲା ଭାରତ

ରାଉରକେଲା: ଆଇ ସି ସି ଚାମ୍ପିୟନସ ଟ୍ରଫି ବିଜୟ ହେଲା ଭାରତ। ଆଜି ଦୁବାଇ ର ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ରେ ନିଉଜିଲ୍ୟାଣ୍ଡ ଓ ଭାରତ ମଧ୍ୟରେ ଖେଳା ଯାଇଥିବା ଚାମ୍ପିୟନସ ଟ୍ରଫି ଫାଇନାଲ ମୁକାବିଲା ରେ ନିଉଜିଲ୍ୟାଣ୍ଡ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନେବାର ନିଷ୍ପତ୍ତି ନେଇ ଡି. ମିଚେଲ ୬୩ ରନ୍ ଓ ଏମ ବ୍ରାସ୍ୱେଲ ଙ୍କ ୫୩ ରନ୍ ମାଧ୍ୟମରେ ୫୦ ଓଭର ରେ ୭ ୱିକେଟ୍ ହରାଇ ମୋଟ ୨୫୧ ରନ୍…

Read More

୨୦୨୬ରେ ହେବାକୁ ଥିବା ରାଜ୍ୟଗୋଷ୍ଟି କ୍ରୀଡା ପାଇଁ ଚର୍ଚ୍ଚା

ଆସନ୍ତା ୨୦୨୬ ବର୍ଷରେ ସ୍କଟ୍‌ଲ୍ୟାଣ୍ଡ୍‌ର ଗ୍ଲାସଗୋ ରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ପ୍ରତିଯୋଗିତା ରେ ଖେଳା ଯିବାକୁ ଥିବା ଅନେକ କ୍ରୀଡା କୁ ଏଥର ବାଦ୍ ଦିଆଯାଇଛି। ବିଶେଷ କରି ହକି, ବେଡମିଣ୍ଟନ୍, କୁସ୍ତି,ଟେବୁଲ୍ ଟେନିସ, କ୍ରିକେଟ,ବନ୍ଧୁକ ଚାଳନା , ଟ୍ରାଇ ଥିଲନ, ରଗବି ୭ଏସ ପ୍ରବୃତ୍ତି ଖେଳ କୁ ବାଦ୍ ଦିଆଯାଇଛି। ମିଳିଥିବା ସୂଚନା ମୁତାବକ ୨୦୨୨ ମସିହାରେ ହୋଇଥିବା ରାଜ୍ୟଗୋଷ୍ଟୀ କ୍ରୀଡାରେ…

Read More