ଏଓସିଏ ସଂପାଦକ ଦେବବ୍ରତ ଭଟ୍ଟ ଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ।ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ, ସରକାର ଙ୍କୁ ଦେଉଛନ୍ତି ମିଥ୍ୟା ତଥ୍ୟ ।
ଭୁବନେଶ୍ୱର: ୨୬-୧୨-୨୫ ଢେଙ୍କାନାଳ ବାସିନ୍ଦା ଦେବବ୍ରତ ଭଟ୍ଟ ଦୀର୍ଘ ୭ ବର୍ଷ ହେଲା ଅଲ୍ ଓଡ଼ିଶା ଚେସ ମହାସଂଘ ର ସମ୍ପାଦକ ରହି ଆସୁଛନ୍ତି । ନିଜର କାର୍ଯ୍ୟକାଳ ଭିତରେ ସଂଘର ଉନ୍ନତି ତ ଦୂରର କଥା ହିସାବ ନିକାଶ ଅଡିଟ ନକରିବା ସରକାର ଙ୍କୁ ମିଥ୍ୟା ତଥ୍ୟ ଦେବା ଓ ନିଜ ଇଚ୍ଛା ମୁତାବକ କିଛି ବୋଲକରାଙ୍କୁ ପ୍ୟାକେଟ ରେ ରଖି ଖୁଆଇ ପିଆଇ ଅର୍ଥ ହରିଲୁଟ କରିବାରେ ସଫଳ ହୋଇଛନ୍ତି। ଏନେଇ ସଙ୍ଘ ର…
ଏକଲବ୍ୟ ଜାତୀୟ କ୍ରୀଡା ବିରୁଦ୍ଧରେ ପୁଣି ସଙ୍ଗୀନ ଅଭିଯୋଗ ।
ରାଉରକେଲା(୧୯-୧୨-୨୫)ଅବ୍ୟବସ୍ଥା ଓ ଜାଲିଆତି ଭିତରେ ଶେଷ ହୋଇଥିଲା ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସମୂହର ଜାତୀୟ କ୍ରୀଡା ପ୍ରତିଯୋଗିତା। ନଭେମ୍ବର ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ରାଜଗାଙ୍ଗପୁର ଓ ସୁନ୍ଦରଗଡର ବିଭିନ୍ନ ସ୍ଥାନରେ ଏକଲବ୍ୟ ମଡେଲ ସ୍କୁଲ୍ ର ଜାତୀୟସ୍ତରର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଶେଷ ହୋଇଯାଇଛି। ଏହି ପ୍ରତିଯୋଗିତା କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦଘାଟନ କରିଥିବା ବେଳେ ମୂଖ୍ୟମନ୍ତ୍ରୀ ମୋହନ ଚରଣ…
ସେମିରେ ଭାରତର ଶୋଚନୀୟ ପରାଜୟ
ଚେନ୍ନାଇ:(୭-୧୨-୨୫)ଚେନ୍ନାଇ ର ରାଧା କ୍ରିଷ୍ଣନ ଷ୍ଟାଡିୟମରେ ଚାଲିଥିବା ଜୁନିୟର ପୁରୁଷ ହକି ବିଶ୍ଵକପ ର ପ୍ରଥମ ସେମି ଫାଇନାଲ ଅର୍ଜେଣ୍ଟିଁନା ଓ ସ୍ପେନ ମଧ୍ୟରେ ଖେଳା ଯାଇଥିଲା।ପ୍ରଥମ ସେମି ଫାଇନାଲ ଦେଖିବା ପାଇଁ ଷ୍ଟାଡିୟମ୍ ଖଚା ଖଚ ଭିଡ ହୋଇଥିଲା ଏକ ସଙ୍ଘର୍ଷ ପୂର୍ଣ୍ଣ ମ୍ୟାଚ୍ ଖେଳି ସ୍ପେନ ୨-୧ ଗୋଲରେ ଅର୍ଜେଣ୍ଟିବା କୁ ପରାସ୍ତ କରିଥିଲା। ଏହା ଦ୍ବାରା ସ୍ପେନ ପ୍ରଥମ ଥର ପାଇଁ ଫାଇନାଲ ରେ ପ୍ରଵେଶ କରିଛି। ସେହିଭଳି ଦ୍ୱିତୀୟ ସେମି ଫାଇନାଲ…
କଳିଙ୍ଗ ଷ୍ଟାଡ଼ିୟମ୍ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍
ଭୁବନେଶ୍ୱର୧ ଡିସେମ୍ବର,୨୦୨୫ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆରମ୍ଭ ହୋଇଛି ୩୭ତମ ଜାତୀୟ ସବ-ଜୁନିୟର ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍। ବ୍ୟାଡ଼ମିଣ୍ଟନ ଆସୋସିଏସନ୍ ଅଫ୍ ଇଣ୍ଡିଆ, ଓଡ଼ିଶା ଷ୍ଟେଟ୍ ବ୍ୟାଡ଼ମିଣ୍ଟନ ଆସୋସିଏସନ୍ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୧ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ଆୟୋଜିତ ହେବ। ଆଜିର ଉଦ୍ଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ…
ଭଉଣୀ ର ସ୍ବପ୍ନ କୁ ପୁରା କରୁଛି : ରୋସନ
ଚେନ୍ନାଇ:(୧-୧୨-୨୫)ତାମିଲନାଡୁ ର ଚେନ୍ନାଇ ଓ ମଦୁରାଇ ରେ ନଭେମ୍ବର ୨୮ ରୁ ଆରମ୍ଭ ହୋଇଛି ଜୁନିୟର ପୁରୁଷ ହକି ବିଶ୍ଵକପ ଯାହା ଡିସେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ । ଉଭୟ ସ୍ଥାନରେ ବିଶ୍ବକପ୍ ରେ ଭାଗ ନେଇଥିବା ୨୪ ଟି ଯାକ ଦେଶ ନିଜର ଦକ୍ଷତା ଅନୁଯାୟୀ ପ୍ରଦର୍ଶନ ଜାରି ରଖିଛନ୍ତି ।ଭାରତୀୟ ଦଳ ପୁଲ ବି ରେ ରହି ପ୍ରଥମେ ଚିଲି ଓ ପରେ ଓମାନ କୁ ପରାସ୍ତ କରି ଗ୍ରୁପ ର ଶୀର୍ଷ ରେ…
କୋଚିଂ ମୋ ପାଇଁ ନୂଆ ଅନୁଭୂତି: ବିରେନ୍ଦ୍ର
ଚେନ୍ନାଇ: (୩୦-୧୧-୨୫)ଚେନ୍ନାଇ ର ରାଧାକ୍ରିଷ୍ଣନ୍ ଷ୍ଟାଡିୟମରେ ଚଳିତ ୨୮ ନଭେମ୍ବର ରୁ ଆରମ୍ଭ ହୋଇଛି ଜୁନିୟର ପୁରୁଷ ହକି ବିଶ୍ଵକପ ପ୍ରତିଯୋଗିତା ଯାହା ଡିସେମ୍ବର ୧୦ ରେ ସରିବ ଏକା ଧାରରେ ଚେନ୍ନାଇ ଓ ମଦୁରାଇ ରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି। ବିଶ୍ବର ପ୍ରଥମ ଥର ପାଇଁ ୨୪ ଟି ଦଳ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଛନ୍ତି। ଭାରତୀୟ ଦଳ ପୂଲ୍ ବି ରେ ରହି ତାର ବିଜୟ ଅଭିଯାନ ଜାରି ରଖିଛି ପ୍ରଥମେ…
ଜୁନିୟର ପୁରୁଷ ହକି ବିଶ୍ଵକପ : ଭାରତ ପ୍ରଥମ ମ୍ୟାଚ ଚିଲି ସହିତ।
ଚେନ୍ନାଇ(୨୭-୧୧-୨୫) ତାମିଲନାଡୁ ର ଚେନ୍ନାଇ ସ୍ଥିତ ରାଧା କ୍ରିଷ୍ଣନ ଷ୍ଟାଡିୟମରେ ଆସନ୍ତା କାଲି ଠାରୁ ଆରମ୍ଭ ହେବ ଜୁନିୟର ପୁରୁଷ ହକି ବିଶ୍ଵକପ ଏହା ଡିସେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ। ଏକା କାଳୀନ ଚେନ୍ନାଇ ଓ ମଦୁରାଇ ରେ ଏହି ବିଶ୍ଵ କପ ହକି ପ୍ରତିଯୋଗୀତା ଖେଳା ଯିବ। ଏହି ପ୍ରତିଯୋଗୀତାରେ ଯୋଗ୍ୟତା ଅର୍ଜନ କରି ମୋଟ ୨୪ ଟି ଦେଶ ଭାଗ ନେଇଛନ୍ତି । ଭାରତ ପୁଲ- ବି ରେ ରହି ଚିଲି,ଓମାନ ଓ ସୁଇଜରଲ୍ୟାଣ୍ଡ…
ଜାତୀୟସ୍ତରର ପ୍ରତିଯୋଗତା ଶେଷ: ଜାଲିଆତି ସମ୍ପର୍କିତ ଅଭିଯୋଗ ଅସମାପ୍ତ : ଅଲମ୍ପିକ ସଂଘ ଓ କ୍ରୀଡା ବିଭାଗକୁ ହସ୍ତକ୍ଷେପ ପାଇଁ ଦାବି।
ରାଉରକେଲା(୧୮-୧୧-୨୫)ଅବ୍ୟବସ୍ଥା ଓ ଜାଲିଆତି ଭିତରେ ଶେଷ ହୋଇଛି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସମୂହର ଜାତୀୟ କ୍ରୀଡା ପ୍ରତିଯୋଗିତା। ଚଳିତ ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ରାଜଗାଙ୍ଗପୁର ଓ ସୁନ୍ଦରଗଡର ବିଭିନ୍ନ ସ୍ଥାନରେ ଏକଲବ୍ୟ ମଡେଲ ସ୍କୁଲ୍ର ଜାତୀୟସ୍ତରର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠତ ହୋଇ ଶେଷ ହୋଇଯାଇଛି। ଏହି ପ୍ରତିଯୋଗିତା କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦଘାଟନ କରିଥିବା ବେଳେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି…
ଜାତୀୟସ୍ତରର ପ୍ରତିଯୋଗତା ଆୟୋଜନରେ ଚରମ ଅବ୍ୟବସ୍ଥା ଓ ଜାଲିଆତି : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ ଦାବି
ଅବ୍ୟବସ୍ଥା ଓ ଜାଲିଆତି ଭିତରେ ଚାଲିଛି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସମୂହର ଜାତୀୟ କ୍ରୀଡା ପ୍ରତିଯୋଗିତା। ଚଳିତ ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲା ର ରାଉରକେଲା , ରାଜଗାଙ୍ଗପୁର ଓ ସୁନ୍ଦରଗଡ ର ବିଭିନ୍ନ ସ୍ଥାନରେ ଏକଲବ୍ୟ ମଡେଲ ସ୍କୁଲ୍ର ଜାତୀୟସ୍ତରର କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେଉଛି। ଏହି ପ୍ରତିଯୋଗିତା କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦଘାଟନ କରିଥିଲେ। ଏଥିରେ ହେଉଥିବା ବିଭିନ୍ନ କ୍ରୀଡ଼ାରେ ଭାଗ…
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗଣ ଦୌଡ଼ ଅନୁଷ୍ଠିତ
ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା ଏକତା ଶପଥ ପାଠ ସୁନ୍ଦରଗଡ଼, ୩୧/୧୦/୨୫: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ସୁନ୍ଦରଗଡ଼ଠାରେ ଆୟୋଜିତ ହୋଇଯାଇଅଛି ଏକ ଗଣଦୌଡ଼।ଏହି ଅବସରରେ ଓଡ଼ିଶା ବିଧାନ ସଭାର ମାନ୍ୟବର ଉପ ବାଚସ୍ପତି ତଥା ମାନ୍ୟବର ବିଧାୟକ ତଳସରା ଶ୍ରୀ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁରଜ ପଟ୍ଟନାୟକ, ସୁନ୍ଦରଗଡ଼ ବିଜେପି…
