ଭୁବନେଶ୍ୱର ବିମାନବନ୍ଦର ରେ ଭାରତୀୟ ହକି ଟିମ୍ କୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର, (21/08) : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍ କାଂସ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହି ବିଜୟ ପାଇଁ ଆଜି ଆମେ ଗର୍ବିତ। ଆଜି ଭାରତୀୟ ହକି ଟିମ୍ ର କ୍ରୀଡ଼ାବିତ୍‌ ମାନେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ଆସି ପହଁଚିଥିଲେ। ଏହି ଅବସରରେ ଭାରତୀୟ ହକି ଟିମ୍ କୁ ଓଡ଼ିଶା ସରକାରଙ୍କ ତରଫରୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଛି । ବିମାନବନ୍ଦରଠାରେ ପହଂଚିବା ପରେ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ…

Read More