
ବିଶ୍ଵକପ ବିଜୟୀ ଭାରତ
ନୂଆଦିଲ୍ଲୀ: କୁଆଲମ୍ପୁର ରେ ରବିବାର ଖେଳା ଯାଇଥିବା ୧୯ ବର୍ଷରୁ କମ ବର୍ଗ ର ମହିଳା ବିଶ୍ୱକପ କ୍ରିକେଟ ରେ ବିଜୟୀ ହେଲା ଭାରତ। ସକାଳୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ର ନିଷ୍ପତ୍ତି ନେଇ ଦକ୍ଷିଣ ଆଫ୍ରିକା ୮୨ ରନରେ ଅଲ ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକାରେ କେବଳ ମିଲ ଭାନ ଭୋଷ୍ଟ ସର୍ବାଧିକ ୨୩ ରନ୍ କରିଥିଲେ। ସେହିପରି ଦକ୍ଷିଣ ଆଫ୍ରିକା ର ଭାନ୍ ଙ୍କ ବ୍ୟତୀତ ଆଉ ୩ ଜ ଦେଣ ବ୍ୟାଟସମ୍ୟାନ୍…