
ଦୁଇ ଗୋଷ୍ଟି ବିବାଦ:ସିପକ କଂପ୍ଲେକ୍ସ ରେ ତାଲା।
କଟକ: ୧୪.୬.୨୫ – ଦୀର୍ଘ ବର୍ଷ ହେଲା ସିପକ୍ ଟାକ୍ର ଖେଳ ଓଡ଼ିଶାରେ ଚାଲି ଆସୁଛି । ଅନେକ ସମୟରେ ଏହି ଖେଳକୁ ନେଇ ବିବାଦ ଦେଖା ଦେଇଥାଏ । ବିବାଦ ସତ୍ତ୍ୱେ ଓଡ଼ିଶାର କେଉଁଝର ଓ ରାଉରକେଲା ରେ ସୀପକ୍ ଟାକ୍ର ଫେଡ୍ରେଶନ କପ୍ ଖୁବ୍ ସଫଳତା ର ସହିତ ଆୟୋଜିତ ହୋଇ ସାରିଛି । ଏବଂ ଅନେକ ଥର ଜୁନିୟର ଓ ସିନିୟର୍ ବର୍ଗ ରେ ଜାତୀୟ ପ୍ରତିଯୋଗୀତା ମଧ୍ୟ ସଫଳତା ର ସହ…