କର୍ଣ୍ଣାଟକର ପୋଲ୍ ଭଲ୍ଟର୍ ସିନ୍ଧୁଶ୍ରୀ କଲେ ଜାତୀୟ ରେକର୍ଡ

ଭୁବନେଶ୍ୱର, ୨୫ ଜୁନ୍ ୨୦୨୬: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୫ତମ ଜାତୀୟ ଆନ୍ତଃ-ରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପ୍‌ର ଦ୍ୱିତୀୟ ଦିନରେ କର୍ଣ୍ଣାଟକର ସିନ୍ଧୁଶ୍ରୀ ଜି. ଏକ ନୂଆ ରେକର୍ଡ କରିଛନ୍ତି। ସେ ଏବଂ ଅନ୍ୟ କେତେକ ଆଥଲେଟ୍ ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଏସୀୟ କ୍ରୀଡ଼ା (ଏସିଆନ୍ ଗେମ୍ସ) ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଏହି ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଆଥଲେଟିକ୍ସ ମହାସଂଘ (AFI) ଦ୍ୱାରା ରଖାଯାଇଥିବା ଯୋଗ୍ୟତା…

Read More

ପ୍ରଶିକ୍ଷଣ କେନ୍ଦ୍ର ମାଳ ମାଳ ସଫଳତା ଶୂନ୍ୟ

ରାଉରକେଲା: ୧୨-୫-୨୬ରାଉରକେଲା ରେ ଅଛି ଅନେକ ବେସରକାରୀ ଓ ସରକାରୀ ବିଦ୍ୟାଳୟ ଯେଉଁ ଥିରେ ବିଭିନ୍ନ ସମୟରେ ଚେସ ଖେଳକୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମାନ ଆୟୋଜିତ ହୋଇଥାଏ । ବିଶେଷ କରି ସେକ୍ଟର -୧୯, ସେକ୍ଟର -୫, ସେକ୍ଟର – ୧୪ ଓ ନୟାବଜାର ଅଞ୍ଚଳ ରେ ଥିବା ଇଂରାଜୀ ବିଦ୍ୟାଳୟ ସମେତ କିଛି କ୍ଲବ୍ ଓ କମ୍ୟୁନିଟି ସେଣ୍ଟର ରେ ମଧ୍ୟ ବିଭିନ୍ନ ବର୍ଗ ର ଖେଳାଳୀଙ୍କୁ ନେଇ ପ୍ରତିଯୋଗିତା ଆୟୋଜିତ ହୋଇଥାଏ…

Read More

କେ ଡି ସିଂହ ବାବୁ ଚମ୍ପିୟାନ ହେଲା: ଓଡ଼ିଶା ଏଚ ପି ସି

ରାଉରକେଲା(୧୬-୨-୨୬)ଉତ୍ତର ପ୍ରଦେଶ ର ଲକ୍ଷ୍ନୌ ସହରରେ ହୋଇଥିବା କେ ଡି ସିଂହ ବାବୁ ଗ୍ରାସ ରୁଟ ହକି ଚମ୍ପିୟାନ ସିପ ହା ଓଡ଼ିଶା ଗ୍ରାସ ରୁଟ ଏଚ୍ ପି ସି ସେଣ୍ଟର୍।ଚଳିତ ମାସ ୨ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ର ଲକ୍ଷ୍ନୌ ସହରରେ କେ ଡି ସିଂହ ବାବୁ ଗ୍ରାସ ରୁଟ ହକି ପ୍ରତିଯୋଗୀତା ଇତି ମଧ୍ୟରେ ଶେଷ ହୋଇ ଯାଇଛି। ଏହି ପ୍ରତିଯୋଗୀତାରେ ପ୍ରତେକ୍ ରାଜ୍ୟର ର ଗ୍ରାସ ରୁଟ ହକି…

Read More

ଉଦିତ ନଗର ପରେଡ୍‌ ପଡ଼ିଆରେ ଥିବା ଖେଳାଳୀ ପ୍ରଶାଧନ ଗୃହ ଚାବିର ପତ୍ତା ନାହିଁ

ରାଉରକେଲା:(୧୪.୨.୨୬) ସ୍ମାର୍ଟ ସିଟି ରାଉରକେଲାର ଉଦିତ ନଗର ପ୍ୟାରେଡ ପଡ଼ିଆରେ ଥିବା ଚେଞ୍ଜିଙ୍ଗ ରୁମ୍ ଚାବି କାହା ପାଖରେ ଥିବାକୁ ନେଇ ଆଲୋଚନା ଚାଲିଛି୤ ସୂଚନା ମୁତାବକ ଉଦିତ ନଗର ପ୍ୟାରେଡ ପଡ଼ିଆରେ ରହିଛି ଦୁଇଟି ଚେଞ୍ଜିଂ ରୁମ୍ ବା ଖେଳାଳୀମାନଙ୍କ ପ୍ରସାଧନ ଗୃହ୤ ଏହା ମଧ୍ୟରୁ ଗୋଟିଏ ପୁରୁଷ ଓ ଅନ୍ୟଟି ମହିଳାଙ୍କ ପାଇଁ । ସେହିଭଳି ଏହି ଗୃହ ନିକଟରେ ରହିଛି ପୁରୁଷ ଓ ମହିଳାଙ୍କ ପାଇଁ ଦୁଇଟି ଅଲଗା ଅଲଗା ଶୌଚାଳୟ ରହିଛି୤…

Read More

ଏକଲବ୍ୟ ଜାତୀୟ କ୍ରୀଡା ବିରୁଦ୍ଧରେ ପୁଣି ସଙ୍ଗୀନ ଅଭିଯୋଗ ।

ରାଉରକେଲା(୧୯-୧୨-୨୫)ଅବ୍ୟବସ୍ଥା ଓ ଜାଲିଆତି ଭିତରେ ଶେଷ ହୋଇଥିଲା ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସମୂହର ଜାତୀୟ କ୍ରୀଡା ପ୍ରତିଯୋଗିତା। ନଭେମ୍ବର ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ରାଜଗାଙ୍ଗପୁର ଓ ସୁନ୍ଦରଗଡର ବିଭିନ୍ନ ସ୍ଥାନରେ ଏକଲବ୍ୟ ମଡେଲ ସ୍କୁଲ୍‌ ର ଜାତୀୟସ୍ତରର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଶେଷ ହୋଇଯାଇଛି। ଏହି ପ୍ରତିଯୋଗିତା କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦଘାଟନ କରିଥିବା ବେଳେ ମୂଖ୍ୟମନ୍ତ୍ରୀ ମୋହନ ଚରଣ…

Read More

ଓଡ଼ିଶାରେ ହେବ ମହା ଦେଶୀୟ କାଂସ୍ୟ ଦୌଡକୁଦ ପ୍ରତିଯୋଗିତା: ଆୟୋଜନର ସଫଳତାକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର:(୪-୮-୨୫) କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ଵର ରେ ଚଳିତ ମାସ ୧୦ ତାରିଖ ରେ ହେବାକୁ ଯାଉଛି ବିଶ୍ବ ମହାଦେଶିୟ କାଂସ୍ୟ ଦୌଡ କୁଦ ପ୍ରତିଯୋଗିତା। ରାଜ୍ୟ କ୍ରୀଡା ବିଭାଗ ର ପୂର୍ବ ସୂଚନା ମୁତାବକ ପ୍ରାୟ ୧୦ ରୁ ଉର୍ଦ୍ଧୁ ଦେଶର ଖେଳାଳୀଙ୍କୁ ନେଇ ଏଥିରେ ପ୍ରାୟ ୧୫ ଟି ଟ୍ରାକ ପ୍ରତିଯୋଗିତା ଆୟୋଜିତ ହେବ। ଭାଗ ନେଉଥିବା ସମସ୍ତ ପ୍ରତିଯୋଗୀ ଚଳିତ ୭/୮ ତାରିଖରେ ଭୁବନେଶ୍ଵର ରେ ପହଞ୍ଚିବାର ସୂଚନା ରହିଛି। ଓଡ଼ିଶା କ୍ରୀଡା ବିଭାଗ…

Read More

ଫିଡେ ବିଶ୍ଵକପ ଜିତିଲେ ଭାରତର ଦିବ୍ୟା ଦେଶମୁଖ ।

ଜର୍ଜିଆ – (୨୮.୭.୨୫) ଜର୍ଜିଆ ର ବାତୁମି ସହର ରେ ଆୟୋଜିତ ଫିଡେ ଚେସ ବିଶ୍ଵକପ ଚମ୍ପିୟାନ ହେଲେ ଭାରତର ଦୀବ୍ୟା ଦେଶମୁଖ । ୧୯ ବର୍ଷୀୟ ଦିବ୍ୟା ନିଜ ଦେଶର କୋନେରୁ ହମ୍ପି କୁ ଟ୍ରାଇ ବ୍ରେକ ରେ ୧.୫-୦୫ ରେ ପରାସ୍ତ କରି ୨୦୨୫ ବିଶ୍ଵକପ ବିଜୟିନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଫାଇନାଲ ମୁକାବିଲା ଖୁବ୍ ସଂଘର୍ଷ ପୁର୍ଣ୍ଣ ହୋଇଥିଲା ଦୁଇ ଭାରତୀୟ ହମ୍ପି ଓ ଦିବ୍ୟା ଙ୍କ ମଧ୍ୟରେ ପ୍ରଥମ ଦୁଇ…

Read More

କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୭୮ତମ ସିନିୟର ନ୍ୟାସନାଲ ଆକ୍ଵାଟିକ୍ ଚାମ୍ପିୟନସିପ୍

ପ୍ରଥମ ଦିନରେ ଓଡ଼ିଶା ପାଇଁ ସ୍ବର୍ଣ୍ଣ ଜିତିଲେ କ୍ରୀଡ଼ାବିତ୍‌ ସୃଷ୍ଟି ଉପାଧ୍ୟାୟ ଓଡ଼ିଶାରେ ସନ୍ତରଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ ୧୩ଟି ଜିଲ୍ଲାରେ ନିର୍ମାଣ ହେବ ୧୩ ଟି ସୁଇମିଙ୍ଗ ପୁଲ୍‌ କମ୍ପ୍ଲେକ୍ସ : କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ଵର : ୨୨.୬.୨୫-ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ୭୮ତମ ସିନିୟର ନ୍ୟାସନାଲ୍ ଆକ୍ଵାଟିକ୍ ଚାମ୍ପିୟନସିପ୍ ପ୍ରତିଯୋଗିତା (ସନ୍ତରଣ ପ୍ରତିଯୋଗିତା) ଅନୁଷ୍ଠିତ ହେଉଛି। ଏହି ପ୍ରତିଯୋଗିତା ଜୁନ୍ ୨୨ ତାରିଖ ଠାରୁ ଆରମ୍ଭ ହୋଇ ଜୁନ୍…

Read More