
ସେଲ ହକି ଏକାଡେ଼ମୀ ରେ ବ୍ୟାପକ ଅବ୍ୟବସ୍ଥା : ଲକ୍ଷ୍ୟ ଠାରୁ ବହୁତ ଦୂରରେ ଏକାଡେମୀ ର କାର୍ଯ୍ୟକଳାପ।
ରାଉରକେଲା : (୧୧ ଜୁନ ୨୫)ରାଉରକେଲା ସହର ସେକ୍ଟର – ୫ ରେ ଥିବା ସେଲ୍ ହକି ଏକାଡେମୀ କେବଳ ରାଉରକେଲା ନୁହେଁ ସମଗ୍ର ଓଡ଼ିଶା ଓ ଦେଶରେ ଖ୍ୟାତିଲାଭ କରିଥିବା ଏକ ଅନନ୍ୟ କ୍ରୀଡ଼ା ଅନୁଷ୍ଠାନ । ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ତଥା ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ସେକ୍ଟର-୫ ରେ ୧୯୯୨ ମସିହାରେ ଆରମ୍ଭ ହୋଇଥିଲା ହକି ଷ୍ଟାଡିୟମ୍। ପରବର୍ତ୍ତୀ ପର୍ଯ୍ୟାୟରେ ୨୦୦୫ ମସିହାରେ ଏଠାରେ ପଡ଼ିଥିଲା ଅତ୍ୟାଧୁନିକ…