ଓଡ଼ିଶା ସେକ୍ରେଟରୀୟଟ ଚମ୍ପିୟାନ

ନୂଆଦିଲ୍ଲୀ:(୧-୩-୨୬)ନୂଆଦିଲ୍ଲୀ ର ଅଶୋକ ନଗର ହକି ଷ୍ଟାଡିୟମ୍ ରେ ଭାରତୀୟ ସିଭିଲ ସର୍ଭିସ୍ ପୁରୁଷ ଓ ମହିଳା ହକି ଚମ୍ପିୟାନ ସିପ ଆୟୋଜିତ ହୋଇ ଯାଇଛି।ନୂଆଦିଲ୍ଲୀ ରେ ଫେବୃୟାରୀ ୧୭ ରୁ ୨୮ ତାରିଖ ପର୍ଯ୍ୟନ୍ତ ସିଭିଲ ସର୍ଭିସ୍ ହକି ପ୍ରତିଯୋଗୀତା ସମାପ୍ତ ହୋଇ ଯାଇଛି। ଏହି ପ୍ରତିଯୋଗୀତାରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ଉଭୟ ପୁରୁଷ ଓ ମହିଳା ହକି ଦଳ ଭାଗ ନେଇଥିଲେ । ୨୮ ତାରିଖ ଖେଳା ଯାଇଥିବା ମହିଳା ଫାଇନାଲ ଖେଳରେ…

Read More

ସେମିରେ ଭାରତର ଶୋଚନୀୟ ପରାଜୟ

ଚେନ୍ନାଇ:(୭-୧୨-୨୫)ଚେନ୍ନାଇ ର ରାଧା କ୍ରିଷ୍ଣନ ଷ୍ଟାଡିୟମରେ ଚାଲିଥିବା ଜୁନିୟର ପୁରୁଷ ହକି ବିଶ୍ଵକପ ର ପ୍ରଥମ ସେମି ଫାଇନାଲ ଅର୍ଜେଣ୍ଟିଁନା ଓ ସ୍ପେନ ମଧ୍ୟରେ ଖେଳା ଯାଇଥିଲା।ପ୍ରଥମ ସେମି ଫାଇନାଲ ଦେଖିବା ପାଇଁ ଷ୍ଟାଡିୟମ୍ ଖଚା ଖଚ ଭିଡ ହୋଇଥିଲା ଏକ ସଙ୍ଘର୍ଷ ପୂର୍ଣ୍ଣ ମ୍ୟାଚ୍ ଖେଳି ସ୍ପେନ ୨-୧ ଗୋଲରେ ଅର୍ଜେଣ୍ଟିବା କୁ ପରାସ୍ତ କରିଥିଲା। ଏହା ଦ୍ବାରା ସ୍ପେନ ପ୍ରଥମ ଥର ପାଇଁ ଫାଇନାଲ ରେ ପ୍ରଵେଶ କରିଛି। ସେହିଭଳି ଦ୍ୱିତୀୟ ସେମି ଫାଇନାଲ…

Read More

ଭଉଣୀ ର ସ୍ବପ୍ନ କୁ ପୁରା କରୁଛି : ରୋସନ

ଚେନ୍ନାଇ:(୧-୧୨-୨୫)ତାମିଲନାଡୁ ର ଚେନ୍ନାଇ ଓ ମଦୁରାଇ ରେ ନଭେମ୍ବର ୨୮ ରୁ ଆରମ୍ଭ ହୋଇଛି ଜୁନିୟର ପୁରୁଷ ହକି ବିଶ୍ଵକପ ଯାହା ଡିସେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ । ଉଭୟ ସ୍ଥାନରେ ବିଶ୍ବକପ୍ ରେ ଭାଗ ନେଇଥିବା ୨୪ ଟି ଯାକ ଦେଶ ନିଜର ଦକ୍ଷତା ଅନୁଯାୟୀ ପ୍ରଦର୍ଶନ ଜାରି ରଖିଛନ୍ତି ।ଭାରତୀୟ ଦଳ ପୁଲ ବି ରେ ରହି ପ୍ରଥମେ ଚିଲି ଓ ପରେ ଓମାନ କୁ ପରାସ୍ତ କରି ଗ୍ରୁପ ର ଶୀର୍ଷ ରେ…

Read More

କୋଚିଂ ମୋ ପାଇଁ ନୂଆ ଅନୁଭୂତି: ବିରେନ୍ଦ୍ର

ଚେନ୍ନାଇ: (୩୦-୧୧-୨୫)ଚେନ୍ନାଇ ର ରାଧାକ୍ରିଷ୍ଣନ୍ ଷ୍ଟାଡିୟମରେ ଚଳିତ ୨୮ ନଭେମ୍ବର ରୁ ଆରମ୍ଭ ହୋଇଛି ଜୁନିୟର ପୁରୁଷ ହକି ବିଶ୍ଵକପ ପ୍ରତିଯୋଗିତା ଯାହା ଡିସେମ୍ବର ୧୦ ରେ ସରିବ ଏକା ଧାରରେ ଚେନ୍ନାଇ ଓ ମଦୁରାଇ ରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି। ବିଶ୍ବର ପ୍ରଥମ ଥର ପାଇଁ ୨୪ ଟି ଦଳ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଛନ୍ତି। ଭାରତୀୟ ଦଳ ପୂଲ୍ ବି ରେ ରହି ତାର ବିଜୟ ଅଭିଯାନ ଜାରି ରଖିଛି ପ୍ରଥମେ…

Read More

ଜୁନିୟର ପୁରୁଷ ହକି ବିଶ୍ଵକପ : ଭାରତ ପ୍ରଥମ ମ୍ୟାଚ ଚିଲି ସହିତ।

ଚେନ୍ନାଇ(୨୭-୧୧-୨୫) ତାମିଲନାଡୁ ର ଚେନ୍ନାଇ ସ୍ଥିତ ରାଧା କ୍ରିଷ୍ଣନ ଷ୍ଟାଡିୟମରେ ଆସନ୍ତା କାଲି ଠାରୁ ଆରମ୍ଭ ହେବ ଜୁନିୟର ପୁରୁଷ ହକି ବିଶ୍ଵକପ ଏହା ଡିସେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ। ଏକା କାଳୀନ ଚେନ୍ନାଇ ଓ ମଦୁରାଇ ରେ ଏହି ବିଶ୍ଵ କପ ହକି ପ୍ରତିଯୋଗୀତା ଖେଳା ଯିବ। ଏହି ପ୍ରତିଯୋଗୀତାରେ ଯୋଗ୍ୟତା ଅର୍ଜନ କରି ମୋଟ ୨୪ ଟି ଦେଶ ଭାଗ ନେଇଛନ୍ତି । ଭାରତ ପୁଲ- ବି ରେ ରହି ଚିଲି,ଓମାନ ଓ ସୁଇଜରଲ୍ୟାଣ୍ଡ…

Read More

ଜାତୀୟସ୍ତରର ପ୍ରତିଯୋଗତା ଶେଷ: ଜାଲିଆତି ସମ୍ପର୍କିତ ଅଭିଯୋଗ ଅସମାପ୍ତ : ଅଲମ୍ପିକ ସଂଘ ଓ କ୍ରୀଡା ବିଭାଗକୁ ହସ୍ତକ୍ଷେପ ପାଇଁ ଦାବି।

ରାଉରକେଲା(୧୮-୧୧-୨୫)ଅବ୍ୟବସ୍ଥା ଓ ଜାଲିଆତି ଭିତରେ ଶେଷ ହୋଇଛି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସମୂହର ଜାତୀୟ କ୍ରୀଡା ପ୍ରତିଯୋଗିତା। ଚଳିତ ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ରାଜଗାଙ୍ଗପୁର ଓ ସୁନ୍ଦରଗଡର ବିଭିନ୍ନ ସ୍ଥାନରେ ଏକଲବ୍ୟ ମଡେଲ ସ୍କୁଲ୍‌ର ଜାତୀୟସ୍ତରର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠତ ହୋଇ ଶେଷ ହୋଇଯାଇଛି। ଏହି ପ୍ରତିଯୋଗିତା କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦଘାଟନ କରିଥିବା ବେଳେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି…

Read More

ଜାତୀୟସ୍ତରର ପ୍ରତିଯୋଗତା ଆୟୋଜନରେ ଚରମ ଅବ୍ୟବସ୍ଥା ଓ ଜାଲିଆତି : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ ଦାବି

ଅବ୍ୟବସ୍ଥା ଓ ଜାଲିଆତି ଭିତରେ ଚାଲିଛି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସମୂହର ଜାତୀୟ କ୍ରୀଡା ପ୍ରତିଯୋଗିତା। ଚଳିତ ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲା ର ରାଉରକେଲା , ରାଜଗାଙ୍ଗପୁର ଓ ସୁନ୍ଦରଗଡ ର ବିଭିନ୍ନ ସ୍ଥାନରେ ଏକଲବ୍ୟ ମଡେଲ ସ୍କୁଲ୍‌ର ଜାତୀୟସ୍ତରର କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେଉଛି। ଏହି ପ୍ରତିଯୋଗିତା କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦଘାଟନ କରିଥିଲେ। ଏଥିରେ ହେଉଥିବା ବିଭିନ୍ନ କ୍ରୀଡ଼ାରେ ଭାଗ…

Read More

ବାସ୍କେଟବଲ୍ ଜାତୀୟ ଚାମ୍ପିଅନସିପ୍ ଉଦଘାଟିତ।

ଭୁବନେଶ୍ୱର, ୬-୧୦-୨୫.: ଭୁବନେଶ୍ୱର ସ୍ତିତ କେଟି ଗ୍ଲୋବାଲ୍ ସ୍କୁଲ ପରିସରରେ ଥିବା କ୍ରିକେଟ୍ ଗ୍ରାଉଣ୍ଡରେ ବରୁଣେଇ ପାହାଡ଼ର ମନୋରମ ପୃଷ୍ଠଭୂମିରେ ଆୟୋଜିତ ହୋଇଛି ସ୍ପେଶାଲ ଅଲମ୍ପିକ୍ସ ର ବସ୍କେଟ ବଲ ପ୍ରତିଯୋଗୀତା । ଏହି ପ୍ରତିଯୋଗୀତାରେ ବିଭିନ୍ନ ରାଜ୍ୟରୁ ୨୫୦ କ୍ୟାମ୍ପର (ପ୍ରତିଯୋଗୀ )ଭାଗ ନେଇଛନ୍ତି।ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦ୍ବାରା ଆଜି ଏହି ଜାତୀୟ ପ୍ରତିଯୋଗୀତା ର ଶୁଭ ଉଦଘାଟନୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରାୟ 16 ଟି ରାଜ୍ୟର ଖେଳାଳି, ପ୍ରଶିକ୍ଷକ, ଅଂଶୀଦାର, ଅଧିକାରୀ…

Read More

ବିଶ୍ଵକପ ଯୋଗ୍ୟତା:ଭାରତ ପ୍ରୋଲିଗ୍ ରୁ ନିରାଶ ,ଏସିଆ କପ୍ ଉପରେ ରଖିଛି ନଜର ।

ନୂଆଦିଲ୍ଲୀ:(୧୬-୬- ୨୫) ୩୦ ନଭେମ୍ବର ୨୦୨୪ ଓଡ଼ିଶାରୁ ଆରମ୍ଭ ହୋଇଥିବା ୬ ଷ୍ଟ ସଂସ୍କରଣ ପୁରୁଷ ପ୍ରୋ ଲିଗ୍ ହକି ପ୍ରତିଯୋଗୀତା ୨୯ ଜୁନ ୨୦୨୫ ଜର୍ମାନୀର ବର୍ଲିନ ରେ ସମାପ୍ତ ହେବ । ଇତି ମଧ୍ୟରେ ଭାରତ ତାର ସମୁଦାୟ ୧୬ ଟି ମ୍ୟାଚ୍ ମଧ୍ୟରୁ ୧୪ ଟି ମ୍ୟାଚ୍ ଖେଳି ସାରିଲାଣି । ଏହି ୧୪ ଟି ମ୍ୟାଚ୍ ମଧ୍ୟରୁ ୫ ଟି ମ୍ୟାଚ୍ ରେ ବିଜୟୀ ହୋଇଥିବା ବେଳେ ୯ ଟି ମ୍ୟାଚ୍…

Read More

ଜାତୀୟ ଶକ୍ତି ଉତ୍ତୋଳନ ରେ ରୋହିତ,ବିକ୍ରମ ଓ ଦୀପକ ଙ୍କ ସଫଳତା।

ନୂଆଦିଲ୍ଲୀ: ୯ ଜୁନ – ନୂଆଦିଲ୍ଲୀ ସେକ୍ଟର -୧୬ ସ୍ଥିତ ମାଆ ଅଧ୍ୟକ୍ଷା ଶକ୍ତି ଧାମ ଅଞ୍ଚଳରେ ୩୦ ମଇ ରୁ ୧ ଜୁନ ତିନି ଦିନ ଧରି ଜାତୀୟ ସବ ଜୁନିୟର ଓ ଜୁନିୟର ଶକ୍ତି ଉତ୍ତୋଳନ ଓ ଡେଡ୍ ଲିଫ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶା ଦଳରୁ ପ୍ରତିନିଧିତ୍ଵ କରି ରାଉରକେଲା ର ୩ ଖେଳାଳି ରୋହିତ ରାଜ୍ ଭଟ୍ଟ,ବିକ୍ରମ କୁମାର ସିଂହ ଓ ଦୀପକ କୁମାର ସେଠୀ ଯଥାକ୍ରମେ…

Read More