
ବହୁଚର୍ଚ୍ଚିତ ହକି ଇଣ୍ଡିଆ ଲିଗ୍ର ପୁରୁଷ ଓ ମହିଳା ଚମ୍ପିୟାନସିପ୍ରେ ବିଜେତା ଦଳ ପାଇନାହାଁନ୍ତି ସେମାନଙ୍କର ପ୍ରାପ୍ୟ ।
ବହୁ ଚର୍ଚ୍ଚିତ ହକି ଇଣ୍ଡିଆ ଲିଗର ଏକ ନକାରାତ୍ମକ ଚିତ୍ର ଦେଖିବାକୁ ମିଳିଛି ୨୦୨୪-୨୦୨୫ ବର୍ଷ ପାଇଁ ହୋଇଥିବା ହକି ଇଣ୍ଡିଆ ଲିଗ୍ର ଦୁଇ ଚାମ୍ପିଅନ – ପୁରୁଷ ବର୍ଗର ବିଜେତା ଶ୍ରାଚି ରାର୍ତ୍ ବେଙ୍ଗଲ ଟାଇଗର୍ସ ଏବଂ ମହିଳା ବର୍ଗର ବିଜେତା ଓଡ଼ିଶା ୱାରିୟର୍ସ ଦଳର ଖେଳାଳୀମାନେ ସେମାନଙ୍କର ଖେଳ ସମ୍ପର୍କୀତ ପ୍ରାପ୍ୟ ପାଇଅ ନଥିବା ଜଣାପଡ଼ିଛି କେବଳ ଏତିକି ନୁହେଁ ଏହି ଦୁଇ ଦଳର ସପୋର୍ଟ ଷ୍ଟାଫ୍ ବା ସହଯୋଗୀ କର୍ମଚାରୀ ଏବଂ ଅନ୍ୟ…