୨୦୨୬ରେ ହେବାକୁ ଥିବା ରାଜ୍ୟଗୋଷ୍ଟି କ୍ରୀଡା ପାଇଁ ଚର୍ଚ୍ଚା

ଆସନ୍ତା ୨୦୨୬ ବର୍ଷରେ ସ୍କଟ୍‌ଲ୍ୟାଣ୍ଡ୍‌ର ଗ୍ଲାସଗୋ ରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ପ୍ରତିଯୋଗିତା ରେ ଖେଳା ଯିବାକୁ ଥିବା ଅନେକ କ୍ରୀଡା କୁ ଏଥର ବାଦ୍ ଦିଆଯାଇଛି। ବିଶେଷ କରି ହକି, ବେଡମିଣ୍ଟନ୍, କୁସ୍ତି,ଟେବୁଲ୍ ଟେନିସ, କ୍ରିକେଟ,ବନ୍ଧୁକ ଚାଳନା , ଟ୍ରାଇ ଥିଲନ, ରଗବି ୭ଏସ ପ୍ରବୃତ୍ତି ଖେଳ କୁ ବାଦ୍ ଦିଆଯାଇଛି। ମିଳିଥିବା ସୂଚନା ମୁତାବକ ୨୦୨୨ ମସିହାରେ ହୋଇଥିବା ରାଜ୍ୟଗୋଷ୍ଟୀ କ୍ରୀଡାରେ…

Read More

ହକି ଇଣ୍ଡିଆ ଲିଗ୍‌ ନିଲାମୀ ଆରମ୍ଭ: ଓଡ଼ିଆ ଖେଳାଳୀ ଅମିତ ରୋହିଦାଶଙ୍କ ମୂଲ୍ୟ ୪୮ ଲକ୍ଷ

ପୂର୍ବ ଘୋଷଣା ଓ ସୂଚନା ମୁତାବକ ରବିବାରଠାରୁ ଆରମ୍ଭ ହୋଇଛି ହକି ଇଣ୍ଡିଆ ଲିଗ୍‌ ପାଇଁ ନିଲାମୀ୤ ପ୍ରଥମ ଦିନରେ ହୋଇଥିବା ଏହି ଖେଳାଳୀ ନିଲାମୀ ପ୍ରକ୍ରିୟାରେ ଭାରତୀୟ ଦଳର କ୍ୟାପ୍ଟେନ୍‌ ଥିବା ହର୍‌ମନ୍‌ପ୍ରୀତ୍‌ଙ୍କୁ ସିଂହ ସର୍ବାଧିକ ମୂଲ୍ୟ ( ୭୮ ଲକ୍ଷ) ଟଙ୍କାରେ ସୁରମା ହକି କ୍ଲବ୍‌ ସହବନ୍ଧିତ କରିଛି୤ ଏହା ସହିତ ଓଡ଼ିଆ ଖେଳାଳୀ ଅମିତ ରୋହିଦାସଙ୍କୁ ତାମିଲନାଡ଼ୁ ଡ୍ରାଗନ୍‌ସ ଦଳ ୪୮ ଲକ୍ଷ ଟଙ୍କା ମୂଲ୍ୟରେ ସହବନ୍ଧିତ କରିଛି୤ ଅନ୍ୟପକ୍ଷରେ ଭାରତୀୟ ଦଳ…

Read More

ଆରଏମସି ତରଫରୁ ଅନୁଷ୍ଠିତ ଅନୁଷ୍ଠିତ ହେଲା ‘ସ୍ଵଚ୍ଛତା ମାରାଥନ୍’ : ତିନୋଟି ବିଭାଗରେ ଭାଗ ନେଲେ ୭୦୦ରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ

ରାଉରକେଲା, ୦୨ ଅକ୍ଟୋବର ୨୦୨୪: ଗାନ୍ଧୀ ଜୟନ୍ତୀ ତଥା ସ୍ଵଚ୍ଛ ଭାରତ ଦିବସ ଅବସରରେ ରାଉରକେଲା ମହାନଗର ନିଗମ ତରଫରୁ ‘ସ୍ଵଚ୍ଛତା ହିଁ ସେବା’ ଅଭିଯାନରେ ସ୍ଵଚ୍ଛତା ମାରାଥନ୍-୨୦୨୪ ର ଆୟୋଜନ କରାଯାଇଥିଲା। ମାନ୍ୟବର ବିଧାୟକ ରାଉରକେଲା ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ମାରାଥନର ଶୁଭାରମ୍ଭ କରିବା ସହ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ। ପୁରୁଷ, ମହିଳା ଓ ବରିଷ୍ଠ ନାଗରିକ ଏହିପରି ଭାବେ ତିନୋଟି…

Read More

ବିନୁ ମଙ୍କଡ଼ ଟ୍ରଫିର ଖେଳ ପାଇଁ ବାରବାଟିରେ ଅଭ୍ୟାସ ମ୍ୟାଚ୍‌

ଆସନ୍ତା ୪ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଜାତୀୟସ୍ତରର କ୍ରିକେଟ ଚମ୍ପିୟାନସିପ୍‌ ବିନୁ ମଙ୍କଡ଼ ଟ୍ରଫି ଆୟୋଜିତ ହେବ୤ ଏହି ଟ୍ରଫି ଅନ୍ତର୍ଗତ ବିଭିନ୍ନ ଖେଳ ଭାରତର ବିଭିନ୍ନ ଷ୍ଟାଡିୟମ୍‌ ସମେତ ଓଡ଼ିଶାର କଟକ ସ୍ଥିତ ବାରବାଟିରେ ହେବାକୁ ଯାଉଛି୤ ଏଥିପାଇଁ ବାରବାତୀ ଷ୍ଟାଡିୟମ୍‌ରେ ଆସାମ ଓ ବେଙ୍ଗଲ ଦଳର ଅଭ୍ୟାସ ମ୍ୟାଚ୍‌ ବୁଧବାର ଅନୁଷ୍ଠିତ ହୋଇଛି୤

Read More