୩-୧ ରେ ୟୁପି ରୁଦ୍ରାସ ର ବାଜିମାତ

ରାଉରକେଲା: ସ୍ଥାନୀୟ ବିର୍ଷାମୁଣ୍ଡା ଷ୍ଟାଡିୟମ୍ ରେ ୬ ଷ୍ଠ ସଂସ୍କରଣ ର ୪ ର୍ଥ ମ୍ୟାଚ୍ ୟୁପି ରୁଦ୍ରାସ ଓ କଳିଙ୍ଗ ଲାନସର୍ସ ମଧ୍ୟରେ ଖେଳା ଯାଇଥିଲା। ଷ୍ଟାଡିୟମ୍ ରେ ପାଖା ପାଖି ୧୦ ହଜାର ରୁ ଉର୍ଦ୍ଧ୍ବ ଦର୍ଶକ ରହି ଉଭୟ ଦଳକୁ ଉତ୍ସାହିତ କରିବାର ଦେଖାଯାଇଥିଲା।ଖେଳର ପ୍ରଥମ କ୍ୱାଟର ରେ କଳିଙ୍ଗ ଲାନସର୍ସ ର ବବି ସିଂ ଧାମି ଙ୍କ ଏକ ସୁନ୍ଦର ପାସ ର ସୁଯୋଗ ନେଇ ଏନିକ୍ ଗଞ୍ଜାଲୋଜ ଗୋଲ ମାରି…

Read More