
ସୁଟ ଆଉଟ୍ ରେ ଆଉଟ୍ ହେଲା ଦିଲ୍ଲୀ ଏସଜି ପାଇପର୍ସ
ରାଉରକେଲା: ସ୍ଥାନୀୟ ବିର୍ସାମୁଣ୍ଡା ଷ୍ଟାଡିୟମ୍ ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ର ୫ ମ ମ୍ୟାଚ୍ ଦିଲ୍ଲୀ ଏସ ଜି ପାଇପର୍ସ ଓ ହାଇଦ୍ରାବାଦ ତୁଫନ୍ସ ମଧ୍ୟରେ ଏକ ସଂଘର୍ଷ ପୁର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିଥିଲା । ଖେଳ ଆରମ୍ବରୁ ହାଇଦ୍ରାବାଦ ତୁଫାନସ ଦଳ ଆକ୍ରମଣ ଜାରି ରଖି ୧୧ ତମ ମିନିଟ୍ ରେ ପେନାଲ୍ଟି କର୍ଣ୍ଣର ଦ୍ଵାରା ଅମନ୍ ଦୀପ ଲାକ୍ରା ଓ ପିଲେଟ୍ ଗଞ୍ଜଲୋ ଙ୍କ ଦୁଇଟି ସୁନ୍ଦର ଗୋଲ ଦଳକୁ ଅଗ୍ରଣୀ…