ହକି ଇଣ୍ଡିଆ ଲିଗ୍‌ ନିଲାମୀ ଆରମ୍ଭ: ଓଡ଼ିଆ ଖେଳାଳୀ ଅମିତ ରୋହିଦାଶଙ୍କ ମୂଲ୍ୟ ୪୮ ଲକ୍ଷ

ପୂର୍ବ ଘୋଷଣା ଓ ସୂଚନା ମୁତାବକ ରବିବାରଠାରୁ ଆରମ୍ଭ ହୋଇଛି ହକି ଇଣ୍ଡିଆ ଲିଗ୍‌ ପାଇଁ ନିଲାମୀ୤ ପ୍ରଥମ ଦିନରେ ହୋଇଥିବା ଏହି ଖେଳାଳୀ ନିଲାମୀ ପ୍ରକ୍ରିୟାରେ ଭାରତୀୟ ଦଳର କ୍ୟାପ୍ଟେନ୍‌ ଥିବା ହର୍‌ମନ୍‌ପ୍ରୀତ୍‌ଙ୍କୁ ସିଂହ ସର୍ବାଧିକ ମୂଲ୍ୟ ( ୭୮ ଲକ୍ଷ) ଟଙ୍କାରେ ସୁରମା ହକି କ୍ଲବ୍‌ ସହବନ୍ଧିତ କରିଛି୤ ଏହା ସହିତ ଓଡ଼ିଆ ଖେଳାଳୀ ଅମିତ ରୋହିଦାସଙ୍କୁ ତାମିଲନାଡ଼ୁ ଡ୍ରାଗନ୍‌ସ ଦଳ ୪୮ ଲକ୍ଷ ଟଙ୍କା ମୂଲ୍ୟରେ ସହବନ୍ଧିତ କରିଛି୤ ଅନ୍ୟପକ୍ଷରେ ଭାରତୀୟ ଦଳ…

Read More