
ଆରଏମସି ତରଫରୁ ଅନୁଷ୍ଠିତ ଅନୁଷ୍ଠିତ ହେଲା ‘ସ୍ଵଚ୍ଛତା ମାରାଥନ୍’ : ତିନୋଟି ବିଭାଗରେ ଭାଗ ନେଲେ ୭୦୦ରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ
ରାଉରକେଲା, ୦୨ ଅକ୍ଟୋବର ୨୦୨୪: ଗାନ୍ଧୀ ଜୟନ୍ତୀ ତଥା ସ୍ଵଚ୍ଛ ଭାରତ ଦିବସ ଅବସରରେ ରାଉରକେଲା ମହାନଗର ନିଗମ ତରଫରୁ ‘ସ୍ଵଚ୍ଛତା ହିଁ ସେବା’ ଅଭିଯାନରେ ସ୍ଵଚ୍ଛତା ମାରାଥନ୍-୨୦୨୪ ର ଆୟୋଜନ କରାଯାଇଥିଲା। ମାନ୍ୟବର ବିଧାୟକ ରାଉରକେଲା ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ମାରାଥନର ଶୁଭାରମ୍ଭ କରିବା ସହ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ। ପୁରୁଷ, ମହିଳା ଓ ବରିଷ୍ଠ ନାଗରିକ ଏହିପରି ଭାବେ ତିନୋଟି…