ଆସନ୍ତା ୪ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଜାତୀୟସ୍ତରର କ୍ରିକେଟ ଚମ୍ପିୟାନସିପ୍ ବିନୁ ମଙ୍କଡ଼ ଟ୍ରଫି ଆୟୋଜିତ ହେବ ଏହି ଟ୍ରଫି ଅନ୍ତର୍ଗତ ବିଭିନ୍ନ ଖେଳ ଭାରତର ବିଭିନ୍ନ ଷ୍ଟାଡିୟମ୍ ସମେତ ଓଡ଼ିଶାର କଟକ ସ୍ଥିତ ବାରବାଟିରେ ହେବାକୁ ଯାଉଛି

ଏଥିପାଇଁ ବାରବାତୀ ଷ୍ଟାଡିୟମ୍ରେ ଆସାମ ଓ ବେଙ୍ଗଲ ଦଳର ଅଭ୍ୟାସ ମ୍ୟାଚ୍ ବୁଧବାର ଅନୁଷ୍ଠିତ ହୋଇଛି