କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଯୋଗଦେଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗାଭ୍ୟାସ କଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଗଣ, ସାଂସଦଗଣ ଓ ବିଧାୟକଗଣ ପ୍ରାୟ ୧୫,୦୦୦ ଜନସାଧାରଣ କଲେ ଯୋଗାଭ୍ୟାସ ଯୋଗ ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର ଶାରୀରିକ ବ୍ୟାୟମ ଠାରୁ ଯୋଗର ସ୍ଥାନ ବହୁତ ଉଚ୍ଚରେ ଆମେ ଯୋଗକୁ ବିଦ୍ୟାଳୟ କାର୍ଯ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ନେଉଛୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର୨୧ ଜୁନ ୨୦୨୫ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ…

Read More

ସୁନ୍ଦରଗଡ଼ ଠାରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ

ଶାରିରୀକ ତଥା ମାନସିକ ସୁସ୍ଥତା ପାଇଁ ଯୋଗ ଅତ୍ୟନ୍ତ ଆବଶ୍ୟକ ସୁନ୍ଦରଗଡ଼, ୨୧/୦୬/୨୫: ସୁନ୍ଦରଗଡ଼ ଠାରେ ପାଳିତ ହୋଇଯାଇଅଛି ଅନ୍ତର୍ଜାତୀୟ ଯୋଗ ଦିବସ । ସ୍ଥାନୀୟ ଭବାନୀ ଭବନ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଠାରେ ଆୟୋଜିତ ହୋଇଯାଇଅଛି ଜିଲ୍ଲା ସ୍ତରୀୟ ଅର୍ନ୍ତଜାତୀୟ ଯୋଗ ଦିବସ। ଏହି ଅବସରରେ ଭାବେ ଓଡ଼ିଶା ବିଧାନ ସଭାର ମାନ୍ୟବରଉପ – ବାଚସ୍ପତି ଶ୍ରୀ ଭବାନି ଶଙ୍କର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ସୁନ୍ଦରଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ଶ୍ରୀମତୀ ତନୟା…

Read More

ଆରଏମସି ତରଫରୁ ବିଶ୍ଵ ଯୋଗ ଦିବସ ପାଳିତ

ରାଉରକେଲା, ୨୧ ଜୁନ ୨୦୨୫: ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ବାର୍ତ୍ତା ନେଇ ବିଶ୍ୱର କୋଣ ଅନୁକୋଣରେ ଶନିବାର ଦିନ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ଏହି ଅବସରରେ ରାଉରକେଲା ମହାନଗର ନିଗମ ତରଫରୁ ସ୍ଥାନୀୟ ଲେବର ଟେନାମେଣ୍ଟ ଓ କୋଏଲ ନଗର ସ୍ଥିତ କଲ୍ୟାଣ ମଣ୍ଡପରେ ଯୋଗ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଅଭିଜ୍ଞ ଯୋଗ ପ୍ରଶିକ୍ଷକଙ୍କ ଦ୍ଵାରା ଯୋଗ ଓ ପ୍ରାଣାୟାମ କରାଯାଇଥିଲା। ରାଉରକେଲା ମହାନଗର ନିଗମ ଆୟୁକ୍ତ…

Read More

ମହିଳା ଏସିଆ କପ୍ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ।ଭାରତୀୟ ମହିଳା ଫୁଟବଲ ଦଳ ରେ ଓଡ଼ିଶାର ଦୁଇ ତାରକା ପ୍ୟାରୀ , ମନୀଷା

କଟକ: (୧୬.୬.୨୫) ଆସନ୍ତା ୨୩ ଜୁନ ରୁ ଏ ଏଫ୍ ସି ମହିଳା ଏସିଆ କପ୍ ୨୦୨୬ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳିବ ଭାରତ। ଏଥିପାଇଁ ଏକ ୨୪ ଜଣିଆ ଭାରତୀୟ ମହିଳା ଦଳ ଗୋଷଣ ହୋଇଛି। ଏହି ୨୪ ଜଣିଆ ଦଳରେ ଓଡ଼ିଶାର ଦୁଇ ତାରକା ଫରୱାର୍ଡ ଖେଳାଳି ପ୍ୟାରୀ ଖାଖା ଓ ମନୀଷା ନାଏକ ସ୍ଥାନ ପାଇଛନ୍ତି।ଭାରତ ମୋଟ ୪ ଟି ମ୍ୟାଚ୍ ଆୟୋଜିତ ଥାଇଲ୍ୟାଣ୍ଡ ରେ ଖେଳିବ । ଆସନ୍ତା ଜୁନ ୨୩…

Read More

ଦୁଇ ଗୋଷ୍ଟି ବିବାଦ:ସିପକ କଂପ୍ଲେକ୍ସ ରେ ତାଲା।

କଟକ: ୧୪.୬.୨୫ – ଦୀର୍ଘ ବର୍ଷ ହେଲା ସିପକ୍ ଟାକ୍ର ଖେଳ ଓଡ଼ିଶାରେ ଚାଲି ଆସୁଛି । ଅନେକ ସମୟରେ ଏହି ଖେଳକୁ ନେଇ ବିବାଦ ଦେଖା ଦେଇଥାଏ । ବିବାଦ ସତ୍ତ୍ୱେ ଓଡ଼ିଶାର କେଉଁଝର ଓ ରାଉରକେଲା ରେ ସୀପକ୍ ଟାକ୍ର ଫେଡ୍ରେଶନ କପ୍ ଖୁବ୍ ସଫଳତା ର ସହିତ ଆୟୋଜିତ ହୋଇ ସାରିଛି । ଏବଂ ଅନେକ ଥର ଜୁନିୟର ଓ ସିନିୟର୍ ବର୍ଗ ରେ ଜାତୀୟ ପ୍ରତିଯୋଗୀତା ମଧ୍ୟ ସଫଳତା ର ସହ…

Read More

ବରଗଡ଼ ଏଫସି ଚମ୍ପିୟାନ୍‌

ଭୁବନେଶ୍ୱର/ ରାଉରକେଲା୮ ଜୁନ୍‌, ୨୦୨୫ ସିଏମ୍ ଟ୍ରଫି – ଲକ୍ଷ୍ୟ ଏକ, ପ୍ରତିଭା ଅନେକ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାରେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିଲା ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ ଚାମ୍ପିୟାନସିପ୍ -୨୦୨୫। ବିଗତ ୧୬ ଜାନୁଆରୀରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ବହୁ ପ୍ରତିକ୍ଷୀତ ଫାଇନାଲ୍‌ ମ୍ୟାଚ୍ ଆଜି ରାଉରକେଲା ସ୍ଥିତ ବିର୍ସାମୁଣ୍ଡା ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର…

Read More

ସିଏମ୍ ଟ୍ରଫି-୨୦୨୫ ଲୋଗୋ, ଟ୍ରଫି ଓ ଆନ୍‌ଥେମ୍‌ ଉନ୍ମୋଚନ

ସିଏମ୍ ଟ୍ରଫିର ଆୟୋଜନ ଦ୍ୱାରା ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ ହୋଇପାରିବ : କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର୨୫ ମେ’ ୨୦୨୫: ଲକ୍ଷ୍ୟ ଏକ, ପ୍ରତିଭା ଅନେକ। ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆଗ୍ରହ କ୍ରମେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଫୁଟବଲ୍ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ୍‌ ଚାମ୍ପିୟନ୍‌ସିପ୍‌-୨୦୨୫ ଆୟୋଜନ…

Read More

ବହୁଚର୍ଚ୍ଚିତ ହକି ଇଣ୍ଡିଆ ଲିଗ୍‌ର ପୁରୁଷ ଓ ମହିଳା ଚମ୍ପିୟାନସିପ୍‌ରେ ବିଜେତା ଦଳ ପାଇନାହାଁନ୍ତି ସେମାନଙ୍କର ପ୍ରାପ୍ୟ ।

ବହୁ ଚର୍ଚ୍ଚିତ ହକି ଇଣ୍ଡିଆ ଲିଗର ଏକ ନକାରାତ୍ମକ ଚିତ୍ର ଦେଖିବାକୁ ମିଳିଛି୤ ୨୦୨୪-୨୦୨୫ ବର୍ଷ ପାଇଁ ହୋଇଥିବା ହକି ଇଣ୍ଡିଆ ଲିଗ୍ର ଦୁଇ ଚାମ୍ପିଅନ – ପୁରୁଷ ବର୍ଗର ବିଜେତା ଶ୍ରାଚି ରାର୍ତ୍ ବେଙ୍ଗଲ ଟାଇଗର୍ସ ଏବଂ ମହିଳା ବର୍ଗର ବିଜେତା ଓଡ଼ିଶା ୱାରିୟର୍ସ ଦଳର ଖେଳାଳୀମାନେ ସେମାନଙ୍କର ଖେଳ ସମ୍ପର୍କୀତ ପ୍ରାପ୍ୟ ପାଇଅ ନଥିବା ଜଣାପଡ଼ିଛି୤ କେବଳ ଏତିକି ନୁହେଁ ଏହି ଦୁଇ ଦଳର ସପୋର୍ଟ ଷ୍ଟାଫ୍ ବା ସହଯୋଗୀ କର୍ମଚାରୀ ଏବଂ ଅନ୍ୟ…

Read More

ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଛି କଳିଙ୍ଗ ସୁପର କପ୍ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ। ଆଜି ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନରେ ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।

ପ୍ରଥମ ମ୍ୟାଚଟି ଏଫସି ଗୋଆ ଏବଂ ଗୋକୁଲମ୍ କେରଳ ଏଫସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ମ୍ୟାଚରେ ଏଫସି ଗୋଆ ଟିମ୍ ବିଜୟ ହାସଲ କରିଥିଲେ। ସେହିପରି ଭାବରେ ଆଜିର ଦ୍ଵିତୀୟ ମ୍ୟାଚଟି ଓଡ଼ିଶା ଏଫସି ଏବଂ ପଞ୍ଜାବ ଏଫସି ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ପଞ୍ଜାବ ଏଫସି ଟିମ୍ ଏହି ମ୍ୟାଚ୍‌ରେ ବିଜୟୀ ହୋଇଥିଲେ। ଆଜିର ଏହି ଦ୍ଵିତୀୟ ଦିନର ମ୍ୟାଚ୍‌ରେ ଓଡ଼ିଶା ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ…

Read More

କଳିଙ୍ଗରେ ଆରମ୍ଭ ହେଲା କଳିଙ୍ଗ ସୁପର କପ୍ ଫୁଟବଲ୍ ପ୍ରତିଯୋଗିତା।

ଭୁବନେଶ୍ଵର, (୨୦ ଅପ୍ରେଲ) ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଆଜି ବହୁ ପ୍ରତିକ୍ଷୀତ କଳିଙ୍ଗ ସୁପର କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି। ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ମେ’ ମାସ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଜି ପ୍ରଥମ ଦିନରେ କେରଳ ବ୍ଲାଷ୍ଟରସ୍ ଏଫ. ସି ଏବଂ ଇଷ୍ଟ ବେଙ୍ଗଲ ଏଫ. ସି ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଏବଂ କେରଳ ବ୍ଲାଷ୍ଟରସ୍ ଏଫ. ସି ଆଜିର ଏହି ଓପନିଙ୍ଗ ମ୍ୟାଚ୍‌ରେ ବିଜୟୀ…

Read More