
କଳିଙ୍ଗରେ ଆରମ୍ଭ ହେଲା କଳିଙ୍ଗ ସୁପର କପ୍ ଫୁଟବଲ୍ ପ୍ରତିଯୋଗିତା।
ଭୁବନେଶ୍ଵର, (୨୦ ଅପ୍ରେଲ) ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଆଜି ବହୁ ପ୍ରତିକ୍ଷୀତ କଳିଙ୍ଗ ସୁପର କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି। ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ମେ’ ମାସ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଜି ପ୍ରଥମ ଦିନରେ କେରଳ ବ୍ଲାଷ୍ଟରସ୍ ଏଫ. ସି ଏବଂ ଇଷ୍ଟ ବେଙ୍ଗଲ ଏଫ. ସି ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଏବଂ କେରଳ ବ୍ଲାଷ୍ଟରସ୍ ଏଫ. ସି ଆଜିର ଏହି ଓପନିଙ୍ଗ ମ୍ୟାଚ୍ରେ ବିଜୟୀ…