ଆନ୍ତର୍ଜାତୀୟ ହକି ରୁ ଅବସର ନେଲେ ବନ୍ଦନା ।

ରାଉରକେଲା: (୧.ଅପ୍ରେଲ) ଉତ୍ତରପ୍ରଦେଶ ରୋସନାବାଦ ଗ୍ରାମର ଏକ ଗରିବ ପରିବାର ରେ ଜନ୍ମିତ ଝିଅ ବନ୍ଦନା କାଟରିଆ (୩୨))। ଫରୱାର୍ଡ ଖେଳାଳି ହିସାବରେ ଭାରତ ପାଇଁ ଅନେକ ଆନ୍ତର୍ଜାତିକ ହକି ପ୍ରତିଯୋଗୀତା ଖେଳି ଭାରତକୁ ପଦକ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ନିଜର ହକି କେରିୟର ଭିତରେ ୩୨୦ ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୯୮ ଟି ଗୋଲ କରି ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିବା ସହିତ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ହାସଲ କରିଛନ୍ତି।…

Read More