ଜଗବିର ସିଂହ ଙ୍କ ର ହୃଦାଘାତ , ଅପୋଲ ହସ୍ପିଟାଲ ରେ ଚିକିତ୍ସା ଦିନ।


ରାଉରକେଲା: ଆଜି ଅପରାହ୍ନ ୧୨ ଟାରେ ବିର୍ଷାମୁଣ୍ଡା ହକି ଷ୍ଟାଡିୟମରେ ଗୋନାଶିକା ର ଆସିଷ୍ଟାଣ୍ଟ କୋଚ୍ ଜଗବିର୍ ସିଂହ( ୫୯)ନିଜ ଟିମ୍ ସହିତ ଅଭ୍ୟାସ ଜାରି ରଖିଥିଲେ। ଠିକ୍ ୧.୪୫ ରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ । ତାଙ୍କୁ ନିକଟରେ ଥିବା ଆପଲୋ ହସ୍ପିଟାଲ ଙ୍କୁ ନିଆଯାଇ ଥିଲା ସେଠି ତାଙ୍କର ସି ପି ଆର କଲାପରେ ଆଇ ସି ୟୁ ରେ ରଖା ଯାଇଛି ଆପୋଲୋ ଡାକ୍ତର ଙ୍କ କହିବା ଅନୁଯାୟୀ ତାଙ୍କୁ ମେଜର ହୃଦାଘାତ ହୋଇଛି । ସନ୍ଧ୍ୟା ସୁଦ୍ଧା ସ୍ବାସ୍ଥ୍ୟ ରେ ଟିକେ ପରିବର୍ତ୍ତନ ହୋଇଛି। ଜଗବୀର ସିଂହ ଙ୍କ ପରିବାର ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚି ସାରିଲେଣି ଖୁବ୍ ଶୀଘ୍ର ରାଉରକେଲା ରେ ଆସି ପହଞ୍ଚିବେ। ହକି ଇଣ୍ଡିଆ ନିର୍ଦ୍ଦେଶକ ଓ କୋଷଦକ୍ଷ ହସ୍ପିଟାଲ ଯାଇ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବୁଝା ସୁଝା କରୁଛନ୍ତି ବୋଲି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *