ବଲ ବୟ ରୁ ଏଚ୍ ଆଇ ଏଲ ଖେଳାଳି ।

ରାଉରକେଲା : ପ୍ରଥମ ଥର ପାଇଁ ଏଚ୍ ଆଇ ଏଲ ଖେଳୁଛନ୍ତି ସୁନିତ ଲାକ୍ରା(୨୧) । ଝୁର ମୂର୍ ,ଘୁସୁରା ଟୋଲୀ ଗ୍ରାମ ର ଚାଷୀ ରାଜେଶ ଲାକ୍ରା ଙ୍କ ବଡ ପୁଅ ସୁନିତ। ମାଆ ହିଲଦା ଲାକ୍ରା (ଗୃହିଣୀ)ଛୋଟ ବେଳୁ ହକି ପ୍ରତି ଆଗ୍ରହ ଦେଖି ବାପା ହକି ଖେଳିବାକୁ ଉତ୍ସାହିତ କରିଥିଲେ କେବଳ ସୁନିତ ନୁହେଁ ବାପା ରାଜେଶ୍ ଓ ଅନ୍ୟ ଦୁଇ ଭାଇ ସୁଦୀପ ଲାକ୍ରା(୧୭) ଓ ସୁବୋଧ ଲାକ୍ରା (୧୫) ମଧ୍ୟ…

Read More

ଏଚ୍ ଆଇ ଏଲ ଖେଳିଲେ ଭାଇ,ଭଉଣୀ।

ରାଉରକେଲା: ବିର୍ଷାମୁଣ୍ଡା ହକି ଷ୍ଟାଡିୟମ୍ ରାଉରକେଲା ଓ ଜୟପାଲ ସିଂହ ମୁଣ୍ଡା ହକି ଷ୍ଟାଡିୟମ୍ ରାଞ୍ଚି ରେ ଆରମ୍ବ ହୋଇଥିଲା ଏଚ୍ ଆଇ ଏଲ ପୁରୁଷ ଓ ମହିଳା ହକି ପ୍ରତିଯୋଗୀତା । ଇତି ମଧ୍ୟରେ ମହିଳା ପ୍ରଥମ ସଂସ୍କରଣ ଏଚ୍ ଆଇ ଏଲ ପ୍ରତିଯୋଗିତା ରାଞ୍ଚି ରେ ୨୬ ଜାନୁୟାରୀ ରେ ସମାପ୍ତ ହୋଇଛି । ଫାଇନାଲ ରେ ଓଡ଼ିଶା ୱାରୀୟସ୍ ଓ ସୁରମା ହକି କ୍ଳବ୍ ପଞ୍ଜାବ ର କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା।…

Read More

ଏଚ୍ ଆଇ ଏଲ ରେ ଚମୁକୁଛନ୍ତି ଦୁଇ ମୁଖା ପିନ୍ଧା ଖେଳାଳି।

ରାଉରକେଲା : ୨୮ ଡିସେମ୍ବର ୨୦୨୪ ରୁ ରାଉରକେଲା ବିର୍ଷାମୁଣ୍ଡା ହକି ଷ୍ଟାଡିୟମରେ ଓ ୧୨ ଜାନୁଆରି ୨୦୨୫ ରେ ଓ ରାଞ୍ଚି ସ୍ଥିତ ଜୟପାଲ୍ ସିଂ ମୁଣ୍ଡା ହକି ଷ୍ଟାଡିୟମ୍ ଆରମ୍ଭ ହୋଇଛି ପୁରୁଷ ଓ ମହିଳା ସ୍ତରରେ ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତା । ପୁରୁଷ ର ସପ୍ତମ ସଂସ୍କରଣ ହୋଇଥିବା ବେଳେ ମହିଳା ଙ୍କ ଏହା ପ୍ରଥମ ସଂସ୍କରଣ ପ୍ରତିଯୋଗିତା। ପୁରୁଷ ଙ୍କ ୮ ଟି ଦଳ ମଧ୍ୟରୁ ୟୁପି ରୁଦ୍ରାସ ଦଳରେ…

Read More