
ମିଆମି ପୁରୁଷ ଓପନ ଟାଇଟଲ ଜିତିଲେ ଜେକବ ମେନସିକ।
ମିଆମି: (୩୧ ମାର୍ଚ୍ଚ) ଫ୍ଲୋରିଡା ର ମିଆମି ଗାର୍ଡେନ ରେ ଥିବା ହାର୍ଡ ରକ୍ ଷ୍ଟାଡିୟମରେ ୧୮ ମାର୍ଚ୍ଚ ରୁ ଆରମ୍ଭ ହୋଇଥିବା ପୁରୁଷ ଓ ମହିଳା ମିଆମି ଓପନ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲସ୍ ଫାଇନାଲ ମୁକାବିଲା ୩୦ ମାର୍ଚ୍ଚ ମଧ୍ୟ ରାତ୍ରୀରେ ବର୍ଷା ଯୋଗୁଁ ୨ ଘଣ୍ଟା ବିଳମ୍ବରେ ବିଶ୍ବର ୪ ନଂ ପୁରୁଷ ଟେନିସ ଖେଳାଳି ନୋଭାକ ଡି ଯୋକୋଭିକ୍ ଓ ୫୪ ନଂ ରେକିଙ୍ଗ ଜେକବ ମେନସିକ ଙ୍କ ମଧ୍ୟରେ ଖେଳା…