ଆରମ୍ୱ ହେଲା ଆଇ ପି ଏଲ, ପ୍ରଥମ ମ୍ୟାଚ୍ ରେ କେ କେ ଆର କୁ ୭ ୱିକେଟ୍ ରେ ପରାସ୍ତ କଲା ଆର ସି ବି।

ରାଉରକେଲା: କୋଲକାତା ରେ ଆରମ୍ୱ ହେଲା ବିଶ୍ବର ଲୋକ ପ୍ରିୟ କ୍ରିକେଟ ପ୍ରତିଯୋଗୀତା ଆଇ ପି ଏଲ ( ଇଣ୍ଡିଆନ୍ ପ୍ରୀମୀୟର ଲିଗ୍) ଆସନ୍ତା ମେ ମାସ ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ବିଭିନ୍ନ ଷ୍ଟାଡିୟମ ରେ ଏହି ପ୍ରତିଯୋଗିତା ର ଖେଳ ଗୁଡ଼ିକ ଆୟୋଜିତ ହେବ। ୧୦ ଟି ଦଳ ମଧ୍ୟରେ ହେବ କଡ଼ା ଟକ୍କର୍। ଚେନ୍ନାଇ ସୁପର କିଙ୍ଗସ୍, କୋଲକାତା ନାଇଟ ରାଇଡର୍ସ, ପଞ୍ଜାବ କିଙ୍ଗସ୍, ରାଜସ୍ଥାନ ରୟାଲସ, ଦିଲ୍ଲୀ କ୍ୟାପିଟାଲ, ରୟାଲ…

Read More