
ଜାତୀୟ ଶକ୍ତି ଉତ୍ତୋଳନ ରେ ରୋହିତ,ବିକ୍ରମ ଓ ଦୀପକ ଙ୍କ ସଫଳତା।
ନୂଆଦିଲ୍ଲୀ: ୯ ଜୁନ – ନୂଆଦିଲ୍ଲୀ ସେକ୍ଟର -୧୬ ସ୍ଥିତ ମାଆ ଅଧ୍ୟକ୍ଷା ଶକ୍ତି ଧାମ ଅଞ୍ଚଳରେ ୩୦ ମଇ ରୁ ୧ ଜୁନ ତିନି ଦିନ ଧରି ଜାତୀୟ ସବ ଜୁନିୟର ଓ ଜୁନିୟର ଶକ୍ତି ଉତ୍ତୋଳନ ଓ ଡେଡ୍ ଲିଫ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶା ଦଳରୁ ପ୍ରତିନିଧିତ୍ଵ କରି ରାଉରକେଲା ର ୩ ଖେଳାଳି ରୋହିତ ରାଜ୍ ଭଟ୍ଟ,ବିକ୍ରମ କୁମାର ସିଂହ ଓ ଦୀପକ କୁମାର ସେଠୀ ଯଥାକ୍ରମେ…