ଆରଏମସି ତରଫରୁ ଅନୁଷ୍ଠିତ ଅନୁଷ୍ଠିତ ହେଲା ‘ସ୍ଵଚ୍ଛତା ମାରାଥନ୍’ : ତିନୋଟି ବିଭାଗରେ ଭାଗ ନେଲେ ୭୦୦ରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ

ରାଉରକେଲା, ୦୨ ଅକ୍ଟୋବର ୨୦୨୪: ଗାନ୍ଧୀ ଜୟନ୍ତୀ ତଥା ସ୍ଵଚ୍ଛ ଭାରତ ଦିବସ ଅବସରରେ ରାଉରକେଲା ମହାନଗର ନିଗମ ତରଫରୁ ‘ସ୍ଵଚ୍ଛତା ହିଁ ସେବା’ ଅଭିଯାନରେ ସ୍ଵଚ୍ଛତା ମାରାଥନ୍-୨୦୨୪ ର ଆୟୋଜନ କରାଯାଇଥିଲା। ମାନ୍ୟବର ବିଧାୟକ ରାଉରକେଲା ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ମାରାଥନର ଶୁଭାରମ୍ଭ କରିବା ସହ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ। ପୁରୁଷ, ମହିଳା ଓ ବରିଷ୍ଠ ନାଗରିକ ଏହିପରି ଭାବେ ତିନୋଟି…

Read More

ବିନୁ ମଙ୍କଡ଼ ଟ୍ରଫିର ଖେଳ ପାଇଁ ବାରବାଟିରେ ଅଭ୍ୟାସ ମ୍ୟାଚ୍‌

ଆସନ୍ତା ୪ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଜାତୀୟସ୍ତରର କ୍ରିକେଟ ଚମ୍ପିୟାନସିପ୍‌ ବିନୁ ମଙ୍କଡ଼ ଟ୍ରଫି ଆୟୋଜିତ ହେବ୤ ଏହି ଟ୍ରଫି ଅନ୍ତର୍ଗତ ବିଭିନ୍ନ ଖେଳ ଭାରତର ବିଭିନ୍ନ ଷ୍ଟାଡିୟମ୍‌ ସମେତ ଓଡ଼ିଶାର କଟକ ସ୍ଥିତ ବାରବାଟିରେ ହେବାକୁ ଯାଉଛି୤ ଏଥିପାଇଁ ବାରବାତୀ ଷ୍ଟାଡିୟମ୍‌ରେ ଆସାମ ଓ ବେଙ୍ଗଲ ଦଳର ଅଭ୍ୟାସ ମ୍ୟାଚ୍‌ ବୁଧବାର ଅନୁଷ୍ଠିତ ହୋଇଛି୤

Read More

ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ, ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ, ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର “ମର୍ଡନ୍ ଫିଜିକାଲ୍ ଏଜୁକେସନ୍ ଏଣ୍ଡ୍ ଫ୍ଯୁଚର୍ ପ୍ରସପ୍କେଟିଭସ୍” ଅନୁଷ୍ଠିତ ହୋଇଯାଇଛି।ଏହି ସେମିନାରରେ ଓୟୁଏଟି ଏନିମଲ୍ ବ୍ରିଡିଙ୍ଗ୍ ଏଣ୍ଡ୍ ଜେନେଟିକ୍ସ ପ୍ରଫେସର ଡ଼ଃ ସୁଶାନ୍ତ କୁମାର ଦାଶ,ପୂର୍ବତନ ପ୍ରିନ୍ସିପାଲ୍ ଡ଼ଃ ଅଶୋକ କୁମାର ନାୟକ,ସିନିୟର୍ ସ୍ପୋର୍ଟ ସାଇନ୍ସ ଏକ୍ସପର୍ଟ (ଖେଲୋ ଇଣ୍ଡିଆ) ଡ଼ଃ ସୌମିତ୍ର ମଣ୍ଡଲ୍, ସ୍କୁଲ ଅଫ ସ୍ପୋର୍ଟ ଆଣ୍ଡ ୟୋଗିକ୍ ସାଇନ୍ସ,କିଟ୍ ପ୍ରଫେସର ମନମୋହନ ରାଉତ,ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ,କୁଲୁଣ୍ଡି ଭାରପ୍ରାପ୍ତ ଅଧ୍ୟକ୍ଷ…

Read More

କଳିଙ୍ଗ ଷ୍ଟାଡିଅମ ରେ ଆୟୋଜିତ ହେବ ୭୦ତମ ଓଡ଼ିଶା ରାଜ୍ୟ ସିନିଅର ଆଥଲେଟିକ୍ସ ଚ୍ୟାମ୍ପିଅନ୍‌ଶିପ୍ ୨୦୨୪

ଭୁବନେଶ୍ୱର, ୧୬ ସେପ୍ଟେମ୍ବର ୨୦୨୪: ଓଡିଶା ସରକାରଙ୍କର କ୍ରୀଡା ଓ ଯୁବ ସେବା ବିଭାଗ, ଓଡିଶା ଆଥଲେଟିକ୍ସ ଅସୋସିଏସନ ର ଯୁଗ୍ମ ଉଦ୍ୟମ ରେ, ୭୦ତମ ଓଡ଼ିଶା ରାଜ୍ୟ ସିନିଅର ଆଥଲେଟିକ୍ସ ଚ୍ୟାମ୍ପିଅନ୍‌ଶିପ୍ ୨୦୨୪ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ୍‌ରେ ୧୮-୨୦ ସେପ୍ଟେମ୍ବର ୨୦୨୪ ମଧ୍ୟ ରେ ଅନୁଷ୍ଠିତ ହେବ। ଏହି ୩ ଦିନିଆ ପ୍ରତିଯୋଗିତା ରେ ୨୬୮ ମହିଳା ସମେତ ରାଜ୍ୟର ୩୦ ଟି ଜିଲ୍ଲାର ପ୍ରାୟ ୯୦୦ ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଓଡ଼ିଶା-ରିଲାୟନ୍ସ…

Read More

ଭୁବନେଶ୍ୱର ବିମାନବନ୍ଦର ରେ ଭାରତୀୟ ହକି ଟିମ୍ କୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର, (21/08) : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍ କାଂସ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହି ବିଜୟ ପାଇଁ ଆଜି ଆମେ ଗର୍ବିତ। ଆଜି ଭାରତୀୟ ହକି ଟିମ୍ ର କ୍ରୀଡ଼ାବିତ୍‌ ମାନେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ଆସି ପହଁଚିଥିଲେ। ଏହି ଅବସରରେ ଭାରତୀୟ ହକି ଟିମ୍ କୁ ଓଡ଼ିଶା ସରକାରଙ୍କ ତରଫରୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଛି । ବିମାନବନ୍ଦରଠାରେ ପହଂଚିବା ପରେ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ…

Read More