ଲାନ୍ସର ଓ ଦ୍ରାଗନ୍ସ ମୁକାବିଲା, ସଡନ ଡେଥ ରେ ବାଜି ମାରିଲା ତାମିଲନାଡୁ ଡ୍ରାଗନ୍ସ

ରାଉରକେଲା: ସ୍ଥାନୀୟ ବିର୍ଷା ମୁଣ୍ଡା ହକି ଷ୍ଟାଡିୟମ ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ର ୮ ମ ମ୍ୟାଚ୍ ତାମିଲନାଡୁ ଦ୍ରାଗନ୍ସ ଓ କଳିଙ୍ଗ ଲାନ୍ସର ମଧ୍ୟରେ ଖେଳାଯାଇଥିଲା। ଶୀତୁଆ ପାଗରେ ପାଖା ପାଖି ୮ ହଜାର ଦର୍ଶକ ସଂଘର୍ଷ ପୁର୍ଣ୍ଣ ମ୍ୟାଚ୍ କୁ ଉପଦ୍ଭୋଗ କରିବାର ଦେଖା ଯାଇଥିଲା । ଅଧିକାଂଶ ଦର୍ଶକ କଳିଙ୍ଗ ଲାନ୍ସର କୁ ଉତ୍ସାହିତ କରିବା ଦେଖିବାକୁ ମିଳିଥିଲା। କଳିଙ୍ଗ ଲାନ୍ସର ର ଆଲେକ୍ ଜେଣ୍ଡର ହେନ୍ଦ୍ରିକ ଖେଳର ୨୪…

Read More

ଜଗବିର ସିଂହ ଙ୍କ ର ହୃଦାଘାତ , ଅପୋଲ ହସ୍ପିଟାଲ ରେ ଚିକିତ୍ସା ଦିନ।

ରାଉରକେଲା: ଆଜି ଅପରାହ୍ନ ୧୨ ଟାରେ ବିର୍ଷାମୁଣ୍ଡା ହକି ଷ୍ଟାଡିୟମରେ ଗୋନାଶିକା ର ଆସିଷ୍ଟାଣ୍ଟ କୋଚ୍ ଜଗବିର୍ ସିଂହ( ୫୯)ନିଜ ଟିମ୍ ସହିତ ଅଭ୍ୟାସ ଜାରି ରଖିଥିଲେ। ଠିକ୍ ୧.୪୫ ରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ । ତାଙ୍କୁ ନିକଟରେ ଥିବା ଆପଲୋ ହସ୍ପିଟାଲ ଙ୍କୁ ନିଆଯାଇ ଥିଲା ସେଠି ତାଙ୍କର ସି ପି ଆର କଲାପରେ ଆଇ ସି ୟୁ ରେ ରଖା ଯାଇଛି ଆପୋଲୋ ଡାକ୍ତର ଙ୍କ କହିବା ଅନୁଯାୟୀ ତାଙ୍କୁ ମେଜର…

Read More

ଦେଶର ହକି ଫେନ୍ସ କୁ ସମର୍ପିତ କଲେ ଅର୍ଜୁନ ପୁରସ୍କାର – ସଲିମା

ରାଉରକେଲା: ଭାରତୀୟ ମହିଳା ହକି ଦଳର ଅଧିନାୟିକା ଅଲମ୍ପୀୟନ୍ ସଲୀମା ଟେଟେ ୨ ତାରିଖ ଗୁରୁବାର ତାଙ୍କ ନାଁ ଅର୍ଜୁନ ପୁରସ୍କାର ପାଇବା ଘୋଷଣ ହକି ଇଣ୍ଡିଆ ତରଫରୁ ସୂଚନା ପାଇଥିଲି ବୋଲି କହିଛନ୍ତି ।ଏହା ପରେ ସେ ଖୁସି ବ୍ୟକ୍ତ କରି କହିଛନ୍ତି ଏହି ପୁରସ୍କାର ପାଇବା ପାଇଁ ସବୁ ଖେଳାଳୀଙ୍କ ଇଚ୍ଛା ଥାଏ । ମୋର ମଧ୍ୟ ଇଚ୍ଛା ଥିଲା ଏହି ସଫଳତା ପାଇଁ ମୋ ପରିବାର ,ମୋର ସମସ୍ତ ଗୁରୁ ,ହକି ହଷ୍ଟେଲ…

Read More

୩-୦ ରେ ବାଜି ମାରିଲା ୟୁପି ରୁଦ୍ରାସ

ରାଉରକେଲା: ସ୍ଥାନୀୟ ବିର୍ଷାମୁଣ୍ଡା ହକି ଷ୍ଟାଡିୟମ ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାର ୭ ମ ମ୍ୟାଚ୍ ୟୁପି ଋଦ୍ରାସ୍ ଓ ସୁରମା ହକି କ୍ଳବ୍ ମଧ୍ୟରେ ଖେଳା ଯାଇଥିଲା। ଖେଳ ଆରମ୍ବରୁ ୟୁପି ରୁଦ୍ରାସ ନୂଆ ସ୍କିଲ ନୂଆ ଜୋସ ନେଇ ଆଟାକିଂ ହକି ଖେଲିଥିଲା ମାତ୍ର ଦୁଇ ମିନିଟ ରେ ସୁରମା ଗୋଲକିପର୍ ଙ୍କ ଏକ ରିବାଉଣ୍ଡ ସଟ ର ମଉକା ନେଇ ରୁଦ୍ରାସ ର ଫରୱାର୍ଡ ଖେଳାଳି ସୁଦିପ ଚିରମାକୁ ଏକ…

Read More

ଓଡ଼ିଶା ଜିମ୍ନାଷ୍ଟ ହାତେଇଲେ କାଂସ୍ୟ ପଦକ ।

ରାଉରକେଲା: ଗୁଜରାଟର ସୁରତ ସହରରେ ଆରମ୍ଭ ହୋଇଥିବା ପୁରୁଷ ଜିମ୍ନାଷ୍ଟିକ ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ଟିମ୍ ଇଭେଣ୍ଟ ର ହାସଲ କଲେ କାଂସ୍ୟ ପଦକ। ସୁରତ ରେ ଜାନୁୟାରୀ ୧ ତାରିଖରୁ ଆରମ୍ଭ ହୋଇଥିବା ଆଟିଷ୍ଟିକ ଜିମ୍ନାଷ୍ଟିକ୍ ପ୍ରତିଯୋଗିତାରେ ଆଜି ଓଡିଶା ପୁରୁଷ ଦଳ ଚମତ୍କାର ପ୍ରଦର୍ଶନ କରିବାର ନଜର ଆସିଥିଲା । ବିଦେଶୀ କୋଚ୍ ଥିଏରି ଆଇମସ ଓ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଶିକ୍ଷଣ ରେ ଯାଇଥିବା ଜିମ୍ନାଷ୍ଟ ଆଜି ସୁନ୍ଦର ପ୍ରଦର୍ଶନ କରି…

Read More

ଗୋନାଶିକା ଓ ବେଙ୍ଗଲ ଟାଇଗର ମଧ୍ୟରେ ସଂଘର୍ଷ । ୨-୧ ରେ ବାଜି ମାରିଲା ବେଙ୍ଗଲ ଟାଇଗର୍ସ

ରାଉରକେଲା: ସ୍ଥାନୀୟ ବିର୍ଷାମୁଣ୍ଡା ହକି ଷ୍ଟାଡିୟମ୍ ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ର ୬ ଷ୍ଟ ମ୍ୟାଚ୍ ଟିମ୍ ଗୋନାଶିକା ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ସଂଘର୍ଷ ପୁର୍ଣ୍ଣ ମ୍ୟାଚ୍ ହୋଇଥିଲା। ପ୍ରଥମ ଓ ଦ୍ୱିତୀୟ କ୍ୱାଟର ଗୋଲ ଶୂନ୍ୟ ରହିଥିବା ବେଳେ ତୃତୀୟ କ୍ୱାଟର ର ୩୧ ମିନିଟ୍ ରେ ବେଙ୍ଗଲ ଟାଇଗର୍ସ ଏକ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ରୁପେନ୍ଦର୍ ପାଲ ସିଂହ ଙ୍କ ଗୋଲ ବେଙ୍ଗଲ ଟାଇଗର୍ସ କୁ ଅଗ୍ରଣୀ କରାଇଥିଲା ଠିକ୍…

Read More

ରାଉରକେଲା ରେ ହେବ ହକି ର ଉତ୍କର୍ଷ ସାଧନ କେନ୍ଦ୍ର।ସୂଚନା ଦେଲେ ଏଫ ଆଇ ଏଚ୍ ସଭାପତି ତାୟବ୍ ଇକ୍ରମ ।

ରାଉରକେଲା: ଆଜି ସନ୍ଧ୍ୟାରେ ବୀର୍ଷାମୁଣ୍ଡା ହକି ଷ୍ଟାଡିୟମ୍ ରେ ହୋଇଥିବା ସାମ୍ବାଦିକ ସମ୍ମିଳନୀ ରେ ଉତ୍କର୍ଷ କେନ୍ଦ୍ର କୁ ନେଇ ସୂଚନା ଦେଲେ ବିଶ୍ଵ ହକି ମହାସଂଘ୍ ର ସଭାପତି ତାୟବ ଇକ୍ରମ୍। ରାଉରକେଲା ର ବିଶ୍ଵ ସ୍ତରୀୟ ବିର୍ଷାମୁଣ୍ଡ ହକି ଷ୍ଟାଡିୟମ୍ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସାରିଛି। ୨୦୨୩ ରେ ପୁରୁଷ ହକି ବିଶ୍ଵକପ ପରେ ପରେ ହକି ପ୍ରୋ ଲିଗ୍ ଭଳି ଦୁଇଟି ବଡ ପ୍ରତିଯୋଗିତା ସଫଳତା ର ସହିତ…

Read More

ସୁଟ ଆଉଟ୍ ରେ ଆଉଟ୍ ହେଲା ଦିଲ୍ଲୀ ଏସଜି ପାଇପର୍ସ

ରାଉରକେଲା: ସ୍ଥାନୀୟ ବିର୍ସାମୁଣ୍ଡା ଷ୍ଟାଡିୟମ୍ ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ର ୫ ମ ମ୍ୟାଚ୍ ଦିଲ୍ଲୀ ଏସ ଜି ପାଇପର୍ସ ଓ ହାଇଦ୍ରାବାଦ ତୁଫନ୍ସ ମଧ୍ୟରେ ଏକ ସଂଘର୍ଷ ପୁର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିଥିଲା । ଖେଳ ଆରମ୍ବରୁ ହାଇଦ୍ରାବାଦ ତୁଫାନସ ଦଳ ଆକ୍ରମଣ ଜାରି ରଖି ୧୧ ତମ ମିନିଟ୍ ରେ ପେନାଲ୍ଟି କର୍ଣ୍ଣର ଦ୍ଵାରା ଅମନ୍ ଦୀପ ଲାକ୍ରା ଓ ପିଲେଟ୍ ଗଞ୍ଜଲୋ ଙ୍କ ଦୁଇଟି ସୁନ୍ଦର ଗୋଲ ଦଳକୁ ଅଗ୍ରଣୀ…

Read More

୩-୧ ରେ ୟୁପି ରୁଦ୍ରାସ ର ବାଜିମାତ

ରାଉରକେଲା: ସ୍ଥାନୀୟ ବିର୍ଷାମୁଣ୍ଡା ଷ୍ଟାଡିୟମ୍ ରେ ୬ ଷ୍ଠ ସଂସ୍କରଣ ର ୪ ର୍ଥ ମ୍ୟାଚ୍ ୟୁପି ରୁଦ୍ରାସ ଓ କଳିଙ୍ଗ ଲାନସର୍ସ ମଧ୍ୟରେ ଖେଳା ଯାଇଥିଲା। ଷ୍ଟାଡିୟମ୍ ରେ ପାଖା ପାଖି ୧୦ ହଜାର ରୁ ଉର୍ଦ୍ଧ୍ବ ଦର୍ଶକ ରହି ଉଭୟ ଦଳକୁ ଉତ୍ସାହିତ କରିବାର ଦେଖାଯାଇଥିଲା।ଖେଳର ପ୍ରଥମ କ୍ୱାଟର ରେ କଳିଙ୍ଗ ଲାନସର୍ସ ର ବବି ସିଂ ଧାମି ଙ୍କ ଏକ ସୁନ୍ଦର ପାସ ର ସୁଯୋଗ ନେଇ ଏନିକ୍ ଗଞ୍ଜାଲୋଜ ଗୋଲ ମାରି…

Read More

୨୦୨୬ରେ ହେବାକୁ ଥିବା ରାଜ୍ୟଗୋଷ୍ଟି କ୍ରୀଡା ପାଇଁ ଚର୍ଚ୍ଚା

ଆସନ୍ତା ୨୦୨୬ ବର୍ଷରେ ସ୍କଟ୍‌ଲ୍ୟାଣ୍ଡ୍‌ର ଗ୍ଲାସଗୋ ରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ପ୍ରତିଯୋଗିତା ରେ ଖେଳା ଯିବାକୁ ଥିବା ଅନେକ କ୍ରୀଡା କୁ ଏଥର ବାଦ୍ ଦିଆଯାଇଛି। ବିଶେଷ କରି ହକି, ବେଡମିଣ୍ଟନ୍, କୁସ୍ତି,ଟେବୁଲ୍ ଟେନିସ, କ୍ରିକେଟ,ବନ୍ଧୁକ ଚାଳନା , ଟ୍ରାଇ ଥିଲନ, ରଗବି ୭ଏସ ପ୍ରବୃତ୍ତି ଖେଳ କୁ ବାଦ୍ ଦିଆଯାଇଛି। ମିଳିଥିବା ସୂଚନା ମୁତାବକ ୨୦୨୨ ମସିହାରେ ହୋଇଥିବା ରାଜ୍ୟଗୋଷ୍ଟୀ କ୍ରୀଡାରେ…

Read More