୩-୦ ରେ ବାଜି ମାରିଲା ୟୁପି ରୁଦ୍ରାସ

ରାଉରକେଲା: ସ୍ଥାନୀୟ ବିର୍ଷାମୁଣ୍ଡା ହକି ଷ୍ଟାଡିୟମ ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାର ୭ ମ ମ୍ୟାଚ୍ ୟୁପି ଋଦ୍ରାସ୍ ଓ ସୁରମା ହକି କ୍ଳବ୍ ମଧ୍ୟରେ ଖେଳା ଯାଇଥିଲା। ଖେଳ ଆରମ୍ବରୁ ୟୁପି ରୁଦ୍ରାସ ନୂଆ ସ୍କିଲ ନୂଆ ଜୋସ ନେଇ ଆଟାକିଂ ହକି ଖେଲିଥିଲା ମାତ୍ର ଦୁଇ ମିନିଟ ରେ ସୁରମା ଗୋଲକିପର୍ ଙ୍କ ଏକ ରିବାଉଣ୍ଡ ସଟ ର ମଉକା ନେଇ ରୁଦ୍ରାସ ର ଫରୱାର୍ଡ ଖେଳାଳି ସୁଦିପ ଚିରମାକୁ ଏକ…

Read More

ଗୋନାଶିକା ଓ ବେଙ୍ଗଲ ଟାଇଗର ମଧ୍ୟରେ ସଂଘର୍ଷ । ୨-୧ ରେ ବାଜି ମାରିଲା ବେଙ୍ଗଲ ଟାଇଗର୍ସ

ରାଉରକେଲା: ସ୍ଥାନୀୟ ବିର୍ଷାମୁଣ୍ଡା ହକି ଷ୍ଟାଡିୟମ୍ ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ର ୬ ଷ୍ଟ ମ୍ୟାଚ୍ ଟିମ୍ ଗୋନାଶିକା ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ସଂଘର୍ଷ ପୁର୍ଣ୍ଣ ମ୍ୟାଚ୍ ହୋଇଥିଲା। ପ୍ରଥମ ଓ ଦ୍ୱିତୀୟ କ୍ୱାଟର ଗୋଲ ଶୂନ୍ୟ ରହିଥିବା ବେଳେ ତୃତୀୟ କ୍ୱାଟର ର ୩୧ ମିନିଟ୍ ରେ ବେଙ୍ଗଲ ଟାଇଗର୍ସ ଏକ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ରୁପେନ୍ଦର୍ ପାଲ ସିଂହ ଙ୍କ ଗୋଲ ବେଙ୍ଗଲ ଟାଇଗର୍ସ କୁ ଅଗ୍ରଣୀ କରାଇଥିଲା ଠିକ୍…

Read More

ରାଉରକେଲା ରେ ହେବ ହକି ର ଉତ୍କର୍ଷ ସାଧନ କେନ୍ଦ୍ର।ସୂଚନା ଦେଲେ ଏଫ ଆଇ ଏଚ୍ ସଭାପତି ତାୟବ୍ ଇକ୍ରମ ।

ରାଉରକେଲା: ଆଜି ସନ୍ଧ୍ୟାରେ ବୀର୍ଷାମୁଣ୍ଡା ହକି ଷ୍ଟାଡିୟମ୍ ରେ ହୋଇଥିବା ସାମ୍ବାଦିକ ସମ୍ମିଳନୀ ରେ ଉତ୍କର୍ଷ କେନ୍ଦ୍ର କୁ ନେଇ ସୂଚନା ଦେଲେ ବିଶ୍ଵ ହକି ମହାସଂଘ୍ ର ସଭାପତି ତାୟବ ଇକ୍ରମ୍। ରାଉରକେଲା ର ବିଶ୍ଵ ସ୍ତରୀୟ ବିର୍ଷାମୁଣ୍ଡ ହକି ଷ୍ଟାଡିୟମ୍ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସାରିଛି। ୨୦୨୩ ରେ ପୁରୁଷ ହକି ବିଶ୍ଵକପ ପରେ ପରେ ହକି ପ୍ରୋ ଲିଗ୍ ଭଳି ଦୁଇଟି ବଡ ପ୍ରତିଯୋଗିତା ସଫଳତା ର ସହିତ…

Read More

ସୁଟ ଆଉଟ୍ ରେ ଆଉଟ୍ ହେଲା ଦିଲ୍ଲୀ ଏସଜି ପାଇପର୍ସ

ରାଉରକେଲା: ସ୍ଥାନୀୟ ବିର୍ସାମୁଣ୍ଡା ଷ୍ଟାଡିୟମ୍ ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ର ୫ ମ ମ୍ୟାଚ୍ ଦିଲ୍ଲୀ ଏସ ଜି ପାଇପର୍ସ ଓ ହାଇଦ୍ରାବାଦ ତୁଫନ୍ସ ମଧ୍ୟରେ ଏକ ସଂଘର୍ଷ ପୁର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିଥିଲା । ଖେଳ ଆରମ୍ବରୁ ହାଇଦ୍ରାବାଦ ତୁଫାନସ ଦଳ ଆକ୍ରମଣ ଜାରି ରଖି ୧୧ ତମ ମିନିଟ୍ ରେ ପେନାଲ୍ଟି କର୍ଣ୍ଣର ଦ୍ଵାରା ଅମନ୍ ଦୀପ ଲାକ୍ରା ଓ ପିଲେଟ୍ ଗଞ୍ଜଲୋ ଙ୍କ ଦୁଇଟି ସୁନ୍ଦର ଗୋଲ ଦଳକୁ ଅଗ୍ରଣୀ…

Read More

୩-୧ ରେ ୟୁପି ରୁଦ୍ରାସ ର ବାଜିମାତ

ରାଉରକେଲା: ସ୍ଥାନୀୟ ବିର୍ଷାମୁଣ୍ଡା ଷ୍ଟାଡିୟମ୍ ରେ ୬ ଷ୍ଠ ସଂସ୍କରଣ ର ୪ ର୍ଥ ମ୍ୟାଚ୍ ୟୁପି ରୁଦ୍ରାସ ଓ କଳିଙ୍ଗ ଲାନସର୍ସ ମଧ୍ୟରେ ଖେଳା ଯାଇଥିଲା। ଷ୍ଟାଡିୟମ୍ ରେ ପାଖା ପାଖି ୧୦ ହଜାର ରୁ ଉର୍ଦ୍ଧ୍ବ ଦର୍ଶକ ରହି ଉଭୟ ଦଳକୁ ଉତ୍ସାହିତ କରିବାର ଦେଖାଯାଇଥିଲା।ଖେଳର ପ୍ରଥମ କ୍ୱାଟର ରେ କଳିଙ୍ଗ ଲାନସର୍ସ ର ବବି ସିଂ ଧାମି ଙ୍କ ଏକ ସୁନ୍ଦର ପାସ ର ସୁଯୋଗ ନେଇ ଏନିକ୍ ଗଞ୍ଜାଲୋଜ ଗୋଲ ମାରି…

Read More