
ଭାରତ ରଚିଲା ଇତିହାସ
ପ୍ରଥମ ଖୋଖୋ ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତୀୟ ଖୋଖୋ ଦଳର ଐତିହାସିକ ବିଜୟ ଉଭୟ ମହିଳା ଓ ପୁରୁଷ ବର୍ଗରେ ନେପାଳର ଖୋଖୋ ଟିମ୍କୁ ପରାସ୍ତ କରି ବିଜୟ ହାସଲ କଲା ଟିମ୍ ଭାରତ ଖୋଖୋ ଆମ ନିଜ ମାଟିର ଖେଳ, ଆମ ଭାରତର ଖେଳ; ଭାରତୀୟ ଜାତୀୟ ଖୋଖୋ ଦଳର ପୃଷ୍ଠପୋଷକ ଭାବେ ଓଡ଼ିଶା ଆଜି ଗର୍ବିତ : କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଶ୍ୱମଞ୍ଚରେ ଭାରତୀୟ ଖୋଖୋ ଦଳର ଏହି ଐତିହାସିକ ବିଜୟ ଆମ ପାଇଁ…