
ଲାନ୍ସର ଓ ଦ୍ରାଗନ୍ସ ମୁକାବିଲା, ସଡନ ଡେଥ ରେ ବାଜି ମାରିଲା ତାମିଲନାଡୁ ଡ୍ରାଗନ୍ସ
ରାଉରକେଲା: ସ୍ଥାନୀୟ ବିର୍ଷା ମୁଣ୍ଡା ହକି ଷ୍ଟାଡିୟମ ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ର ୮ ମ ମ୍ୟାଚ୍ ତାମିଲନାଡୁ ଦ୍ରାଗନ୍ସ ଓ କଳିଙ୍ଗ ଲାନ୍ସର ମଧ୍ୟରେ ଖେଳାଯାଇଥିଲା। ଶୀତୁଆ ପାଗରେ ପାଖା ପାଖି ୮ ହଜାର ଦର୍ଶକ ସଂଘର୍ଷ ପୁର୍ଣ୍ଣ ମ୍ୟାଚ୍ କୁ ଉପଦ୍ଭୋଗ କରିବାର ଦେଖା ଯାଇଥିଲା । ଅଧିକାଂଶ ଦର୍ଶକ କଳିଙ୍ଗ ଲାନ୍ସର କୁ ଉତ୍ସାହିତ କରିବା ଦେଖିବାକୁ ମିଳିଥିଲା। କଳିଙ୍ଗ ଲାନ୍ସର ର ଆଲେକ୍ ଜେଣ୍ଡର ହେନ୍ଦ୍ରିକ ଖେଳର ୨୪…