୩-୦ ରେ ବାଜି ମାରିଲା ୟୁପି ରୁଦ୍ରାସ

ରାଉରକେଲା: ସ୍ଥାନୀୟ ବିର୍ଷାମୁଣ୍ଡା ହକି ଷ୍ଟାଡିୟମ ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାର ୭ ମ ମ୍ୟାଚ୍ ୟୁପି ଋଦ୍ରାସ୍ ଓ ସୁରମା ହକି କ୍ଳବ୍ ମଧ୍ୟରେ ଖେଳା ଯାଇଥିଲା। ଖେଳ ଆରମ୍ବରୁ ୟୁପି ରୁଦ୍ରାସ ନୂଆ ସ୍କିଲ ନୂଆ ଜୋସ ନେଇ ଆଟାକିଂ ହକି ଖେଲିଥିଲା ମାତ୍ର ଦୁଇ ମିନିଟ ରେ ସୁରମା ଗୋଲକିପର୍ ଙ୍କ ଏକ ରିବାଉଣ୍ଡ ସଟ ର ମଉକା ନେଇ ରୁଦ୍ରାସ ର ଫରୱାର୍ଡ ଖେଳାଳି ସୁଦିପ ଚିରମାକୁ ଏକ…

Read More