ଓଡ଼ିଶା ଜିମ୍ନାଷ୍ଟ ହାତେଇଲେ କାଂସ୍ୟ ପଦକ ।

ରାଉରକେଲା: ଗୁଜରାଟର ସୁରତ ସହରରେ ଆରମ୍ଭ ହୋଇଥିବା ପୁରୁଷ ଜିମ୍ନାଷ୍ଟିକ ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ଟିମ୍ ଇଭେଣ୍ଟ ର ହାସଲ କଲେ କାଂସ୍ୟ ପଦକ। ସୁରତ ରେ ଜାନୁୟାରୀ ୧ ତାରିଖରୁ ଆରମ୍ଭ ହୋଇଥିବା ଆଟିଷ୍ଟିକ ଜିମ୍ନାଷ୍ଟିକ୍ ପ୍ରତିଯୋଗିତାରେ ଆଜି ଓଡିଶା ପୁରୁଷ ଦଳ ଚମତ୍କାର ପ୍ରଦର୍ଶନ କରିବାର ନଜର ଆସିଥିଲା । ବିଦେଶୀ କୋଚ୍ ଥିଏରି ଆଇମସ ଓ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଶିକ୍ଷଣ ରେ ଯାଇଥିବା ଜିମ୍ନାଷ୍ଟ ଆଜି ସୁନ୍ଦର ପ୍ରଦର୍ଶନ କରି…

Read More

ଗୋନାଶିକା ଓ ବେଙ୍ଗଲ ଟାଇଗର ମଧ୍ୟରେ ସଂଘର୍ଷ । ୨-୧ ରେ ବାଜି ମାରିଲା ବେଙ୍ଗଲ ଟାଇଗର୍ସ

ରାଉରକେଲା: ସ୍ଥାନୀୟ ବିର୍ଷାମୁଣ୍ଡା ହକି ଷ୍ଟାଡିୟମ୍ ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ର ୬ ଷ୍ଟ ମ୍ୟାଚ୍ ଟିମ୍ ଗୋନାଶିକା ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ସଂଘର୍ଷ ପୁର୍ଣ୍ଣ ମ୍ୟାଚ୍ ହୋଇଥିଲା। ପ୍ରଥମ ଓ ଦ୍ୱିତୀୟ କ୍ୱାଟର ଗୋଲ ଶୂନ୍ୟ ରହିଥିବା ବେଳେ ତୃତୀୟ କ୍ୱାଟର ର ୩୧ ମିନିଟ୍ ରେ ବେଙ୍ଗଲ ଟାଇଗର୍ସ ଏକ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ରୁପେନ୍ଦର୍ ପାଲ ସିଂହ ଙ୍କ ଗୋଲ ବେଙ୍ଗଲ ଟାଇଗର୍ସ କୁ ଅଗ୍ରଣୀ କରାଇଥିଲା ଠିକ୍…

Read More

ରାଉରକେଲା ରେ ହେବ ହକି ର ଉତ୍କର୍ଷ ସାଧନ କେନ୍ଦ୍ର।ସୂଚନା ଦେଲେ ଏଫ ଆଇ ଏଚ୍ ସଭାପତି ତାୟବ୍ ଇକ୍ରମ ।

ରାଉରକେଲା: ଆଜି ସନ୍ଧ୍ୟାରେ ବୀର୍ଷାମୁଣ୍ଡା ହକି ଷ୍ଟାଡିୟମ୍ ରେ ହୋଇଥିବା ସାମ୍ବାଦିକ ସମ୍ମିଳନୀ ରେ ଉତ୍କର୍ଷ କେନ୍ଦ୍ର କୁ ନେଇ ସୂଚନା ଦେଲେ ବିଶ୍ଵ ହକି ମହାସଂଘ୍ ର ସଭାପତି ତାୟବ ଇକ୍ରମ୍। ରାଉରକେଲା ର ବିଶ୍ଵ ସ୍ତରୀୟ ବିର୍ଷାମୁଣ୍ଡ ହକି ଷ୍ଟାଡିୟମ୍ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସାରିଛି। ୨୦୨୩ ରେ ପୁରୁଷ ହକି ବିଶ୍ଵକପ ପରେ ପରେ ହକି ପ୍ରୋ ଲିଗ୍ ଭଳି ଦୁଇଟି ବଡ ପ୍ରତିଯୋଗିତା ସଫଳତା ର ସହିତ…

Read More