ମନାଲିର ଶୀତକାଳୀନ ଦୁଃସାହାସିକ ଶିବିରରେ ଯୋଗଦେବେ ଓଡ଼ିଶାର ଛାତ୍ରଛାତ୍ରୀ

ଭୁବନେଶ୍ୱର, (୨୪/୨): ହିମାଚଳ ପ୍ରଦେଶ ମନାଲି ଠାରେ ଆସନ୍ତା ଫେବୃଆରୀ ୨୭ ତାରିଖରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଶୀତକାଳୀନ ଦୁଃସାହାସିକ ଶିବିର (ୱ୍ୱିଣ୍ଟର ଆଡ଼ଭେଞ୍ଚର କ୍ୟାମ୍ପ) ଆୟୋଜିତ ହେବାକୁ ଯାଉଛି। ଏହି ଶୀତକାଳୀନ ଦୁଃସାହାସିକ ଶିବିରରେ ଓଡ଼ିଶାରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେବେ। ଏଥିପାଇଁ ଛାତ୍ରଛାତ୍ରୀମାନେ ଆଜି ମନାଲି ଅଭିମୁଖେ ନିଜର ଯାତ୍ରା ଆରମ୍ଭ କରିବେ। ଏହି ଅବସରରେ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା,…

Read More

ସୁଟିଂ ବିଶ୍ଵକପ ରେ ଶ୍ରୀୟଙ୍କା

ରାଉରକେଲା: ଓଡ଼ିଶାର ମହିଳା ସୁଟର ଶ୍ରିୟଙ୍କା ଷଡ଼ଙ୍ଗୀ ସୁଟିଂ ବିଶ୍ଵକପ ଦଳରେ ସ୍ଥାନ ପାଇଛନ୍ତି। ଆର୍ଜେଣ୍ଟିନା ର ବୁଏନାସ ଏୟରାସ ଓ ପେରୁ ର ଲିମା ଠାରେ ଆୟୋଜିତ ହେବାକୁ ଥିବା ଆଇ ଏସ ଏସ ଏଫ୍ ସୁଟିଂ ବିଶ୍ଵକପ ରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଶ୍ରୀୟଙ୍କା। ଚକିତ ବର୍ଷ ଅପ୍ରେଲ ୧ ତାରିଖରୁ ୧୧ ତାରିଖ ଆର୍ଜେଣ୍ଟିନା ଓ ୧୩ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ପେରୁ ରେ ଦୁଇଟି ପ୍ରତିଯୋଗିତା ଆୟୋଜିତ ହେବ…

Read More