ପ୍ରୋ ଲିଗ୍ ପାଇଁ କଳିଙ୍ଗ ରେ ମହିଳା ହକି ଦଳ ର ଅଭ୍ୟାସ ଜାରି।

ଭୁବନେଶ୍ବର: ଚଳିତ ମାସ ୧୫ ତାରିଖରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ରେ ହେବାକୁ ଯାଉଛି ପ୍ରୋ ଲିଗ୍ ମହିଳା ହକି ପ୍ରତିଯୋଗୀତା । ଯେଉଁଥିରେ ଭାରତ ଶକ୍ତିଶାଳୀ ଇଂଲଣ୍ଡ,ସ୍ପେନ,ନେଦରଲ୍ୟାଣ୍ଡ ଓ ଜର୍ମାନୀ ଭଳି ଦଳ ସହିତ ମୁକାବିଲା କରିବ। ନିକଟରେ ବିଭିନ୍ନ ଦଳ ପକ୍ଷରୁ ଏଚ୍ ଆଇ ଏଲ ପ୍ରତିଯୋଗିତା ଖେଳି ଭାରତୀୟ ମହିଳା ହକି ଦଳ ଏକ ପ୍ରକାର ପ୍ରତିଦ୍ୱନ୍ଦୀ ମୂଳକ ହୋଇ ସାରିଛନ୍ତି ତେଣୁ କୋଚ୍ ହରିନ୍ଦର୍ ସିଂହ ଙ୍କୁ ନିଜ ଦଳର ଦୁର୍ବଳତା…

Read More