
ବିଶ୍ବ ଶୀତକାଳୀନ ସ୍ଵତନ୍ତ୍ର ଅଲମ୍ପିକ୍ସ କୁ ପ୍ରକାଶ ରଥ ଆମନ୍ତ୍ରିତ ।
ଭୁବନେଶ୍ଵର, ୨୩.୨.: ଇଟାଲୀ ର ତୁରିନ୍ ଠାରେ ଆସନ୍ତା ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାକୁ ଥିବା ସ୍ ବିଶ୍ବ ଶୀତକାଳୀନ ସ୍ବତନ୍ତ୍ର ଅଲମ୍ପିକ୍ସ ପ୍ରତିଯୋଗୀତା ରେ ସ୍ବେଛାସେବୀ ପରିଚାଳନା ଓ ପ୍ରତିଯୋଗୀ ଏଵଂ ଦର୍ଶକ ସହାୟତା କାର୍ଯ୍ୟ କୁ ସୁଚାରୁ ରୂପେ ଆଗେଇ ନେବାକୁ ଏସ୍ ଓ ବି ଓଡ଼ିଶା ର ଆଞ୍ଚଳିକ ନିର୍ଦେଶକ ପ୍ରକାଶ ରଥ ଙ୍କୁ ସେଠିକାର ସ୍ଥାନୀୟ ଆୟୋଜକ ସଂଘଟନ ଆମନ୍ତ୍ରିତ କରିଛି। ଶ୍ରୀ ରଥ ସେଠାରେ ଚଳିତ ମାର୍ଚ୍ଚ ୪ ରୁ…