ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିକୁ ଓଡ଼ିଶାର ପ୍ରତିଟି ବ୍ଲକରେ ପହଞ୍ଚାଇବା ଆମର ଲକ୍ଷ୍ୟ : କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର (୧୦/୨): ଓଡ଼ିଶାର ସମସ୍ତ ୩୧୪ ଗୋଟି ବ୍ଲକରେ ଷ୍ଟାଡିୟମ ନିର୍ମାଣ କରାଯିବା। ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ କରିବା ନିମନ୍ତେ ୪୧୨୪ କୋଟି ଟଙ୍କାର ବ୍ୟୟ ଅଟକଳ ସ୍ଥିର କରାଯାଇଛି। ଏହି ବ୍ଲକ ସ୍ତରୀୟ ଷ୍ଟାଡିୟମ ପ୍ରାୟ ୮ ରୁ ୧୦ ଏକର ସ୍ଥାନରେ ନିର୍ମାଣ କରାଯିବ। ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ହେବା ସହ କ୍ରୀଡ଼ା ପ୍ରତିଭାର ସାମଗ୍ରିକ ବିକାଶ କରିବାରେ ଏହା ନିଶ୍ଚିତ ରୂପେ ସହାୟକ ହେବ। କ୍ରୀଡ଼ାର ବିକାଶ ପାଇଁ…

Read More

ବିଶ୍ଵ ବିଜେତା ହେଲେ ଜର୍ମାନୀ ଓ ପୋଲାଣ୍ଡ ।

ନୂଆଦିଲ୍ଲୀ: କ୍ରୋଏସିଆ ର ପୋରିକ୍ ରେ ଥିବା ଯାତିକା ସ୍ପୋର୍ଟସ ସେଣ୍ଟର୍ ରେ ଚଳିତ ୩ ରୁ ୯ ଫେବୃୟାରୀ ପର୍ୟ୍ୟନ୍ତ ଏଫ୍ ଆଇ ଏଚ୍ ୭ ମ ସଂସ୍କରଣ ଇଣ୍ଡୋର ପୁରୁଷ ଓ ମହିଳା ସିକ୍ସ ଏ ସାଇଡ ହକି ବିଶ୍ୱକପ୍ ଆୟୋଜିତ ହୋଇଯାଇଛି। ଏଥିରେ ପୁରୁଷ ରେ ୧୨ ଟି ଓ ମହିଳା ରେ ମଧ୍ୟ ୧୨ ଟି ଦଳ ଅଂଶ ଗ୍ରହଣ କରିଥିଲେ। ପୁରୁଷ ବର୍ଗ ରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବେଲଜିୟମ,…

Read More