ଫେବୃଆରୀ ୩ ରୁ ହକି ବିଶ୍ୱକପ୍।

ନୂଆଦିଲ୍ଲୀ: କ୍ରୋଏସିଆ ର ପୋରିକ ରେ ଥିବା ଯାଟିକା ସ୍ପୋର୍ଟସ ସେଣ୍ଟର୍ ରେ ଚଳିତ ୩ ରୁ ୯ ଫେବୃୟାରୀ ପର୍ୟ୍ୟନ୍ତ ଏଫ୍ ଆଇ ଏଚ୍ ୭ ମ ସଂସ୍କରଣ ଇଣ୍ଡୋର ପୁରୁଷ ଓ ମହିଳା ସିକ୍ସ ଏ ସାଇଡ ହକି ବିଶ୍ୱକପ୍ ଆୟୋଜିତ ହେବ। ଏଥିରେ ପୁରୁଷ ରେ ୧୨ ଟି ଓ ମହିଳା ରେ ମଧ୍ୟ ୧୨ ଟି ଦଳ ଅଂଶ ଗ୍ରହଣ କରୁଛନ୍ତି।ପୁରୁଷ ବର୍ଗ ରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବେଲଜିୟମ, କ୍ରୋଏସିଆ,…

Read More

ବିଶ୍ଵକପ ବିଜୟୀ ଭାରତ

ନୂଆଦିଲ୍ଲୀ: କୁଆଲମ୍ପୁର ରେ ରବିବାର ଖେଳା ଯାଇଥିବା ୧୯ ବର୍ଷରୁ କମ ବର୍ଗ ର ମହିଳା ବିଶ୍ୱକପ କ୍ରିକେଟ ରେ ବିଜୟୀ ହେଲା ଭାରତ। ସକାଳୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ର ନିଷ୍ପତ୍ତି ନେଇ ଦକ୍ଷିଣ ଆଫ୍ରିକା ୮୨ ରନରେ ଅଲ ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକାରେ କେବଳ ମିଲ ଭାନ ଭୋଷ୍ଟ ସର୍ବାଧିକ ୨୩ ରନ୍ କରିଥିଲେ। ସେହିପରି ଦକ୍ଷିଣ ଆଫ୍ରିକା ର ଭାନ୍ ଙ୍କ ବ୍ୟତୀତ ଆଉ ୩ ଜ ଦେଣ ବ୍ୟାଟସମ୍ୟାନ୍…

Read More