ତୃଣମୂଳ ସ୍ତରରେ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ କରିବା ହେଉଛି ଆମର ପ୍ରାଥମିକତା : କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର, (୩/୩/୨୫): ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଆଜି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ କ୍ରୀଡ଼ା ଓ ଯୁବସେବା ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଆଗାମୀ ଦିନରେ ବ୍ଲକ ସ୍ତରରେ ନିର୍ମାଣ ହେବାକୁ ଥିବା ଷ୍ଟାଡିୟମ ସମ୍ବନ୍ଧୀୟ ମାଷ୍ଟର ପ୍ଲାନର ସମୀକ୍ଷା କରିବା ସହିତ ତୃଣମୂଳ ସ୍ତରରେ କିପରି କ୍ରୀଡ଼ାର ବିକାଶ କରାଯାଇପାରିବ ସେ ସମ୍ବନ୍ଧରେ ସବିସ୍ତୃତ ଆଲୋଚନା କରିଥିଲେ। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି…

Read More

କାନଭାସ ପକ୍ଷରୁ ରାଉରକେଲା ଦିବସ।ଦୌଡିଲା ରାଉରକେଲା

ରାଉରକେଲା: (ବ୍ୟୁରୋ ) ରାଉରକେଲା ସ୍ଥାପନା ଦିବସ ଉପଲକ୍ଷେ ସ୍ଥାନୀୟ ସେକ୍ଟର-୧୩ ମେଲଣ ପଡ଼ିଆରୁ ସେକ୍ଟର-୧୯ ଆମ୍ବବାଗନ ଛକ ପର୍ଯ୍ୟନ୍ତ କାନଭାସ ପକ୍ଷରୁ ଏକ ଗଣ ଦୌଡ ଆୟୋଜିତ ହୋଇଯାଇଛି। ଏହି ଗଣ ଦୌଡ ରେ ୧ ହଜାର ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଭାଗ ନେଇଥିଲେ। ସକାଳ ୭ ଟା ସମୟରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପୂର୍ବତନ ମନ୍ତ୍ରୀ ଦିଲୀପ ରାୟ , ରଘୁନାଥ ପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଓ ରାଉରକେଲା…

Read More

ବିଶ୍ବ ଶୀତକାଳୀନ ସ୍ଵତନ୍ତ୍ର ଅଲମ୍ପିକ୍ସ କୁ ପ୍ରକାଶ ରଥ ଆମନ୍ତ୍ରିତ ।

ଭୁବନେଶ୍ଵର, ୨୩.୨.: ଇଟାଲୀ ର ତୁରିନ୍ ଠାରେ ଆସନ୍ତା ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାକୁ ଥିବା ସ୍ ବିଶ୍ବ ଶୀତକାଳୀନ ସ୍ବତନ୍ତ୍ର ଅଲମ୍ପିକ୍ସ ପ୍ରତିଯୋଗୀତା ରେ ସ୍ବେଛାସେବୀ ପରିଚାଳନା ଓ ପ୍ରତିଯୋଗୀ ଏଵଂ ଦର୍ଶକ ସହାୟତା କାର୍ଯ୍ୟ କୁ ସୁଚାରୁ ରୂପେ ଆଗେଇ ନେବାକୁ ଏସ୍ ଓ ବି ଓଡ଼ିଶା ର ଆଞ୍ଚଳିକ ନିର୍ଦେଶକ ପ୍ରକାଶ ରଥ ଙ୍କୁ ସେଠିକାର ସ୍ଥାନୀୟ ଆୟୋଜକ ସଂଘଟନ ଆମନ୍ତ୍ରିତ କରିଛି। ଶ୍ରୀ ରଥ ସେଠାରେ ଚଳିତ ମାର୍ଚ୍ଚ ୪ ରୁ…

Read More

ମନାଲିର ଶୀତକାଳୀନ ଦୁଃସାହାସିକ ଶିବିରରେ ଯୋଗଦେବେ ଓଡ଼ିଶାର ଛାତ୍ରଛାତ୍ରୀ

ଭୁବନେଶ୍ୱର, (୨୪/୨): ହିମାଚଳ ପ୍ରଦେଶ ମନାଲି ଠାରେ ଆସନ୍ତା ଫେବୃଆରୀ ୨୭ ତାରିଖରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଶୀତକାଳୀନ ଦୁଃସାହାସିକ ଶିବିର (ୱ୍ୱିଣ୍ଟର ଆଡ଼ଭେଞ୍ଚର କ୍ୟାମ୍ପ) ଆୟୋଜିତ ହେବାକୁ ଯାଉଛି। ଏହି ଶୀତକାଳୀନ ଦୁଃସାହାସିକ ଶିବିରରେ ଓଡ଼ିଶାରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେବେ। ଏଥିପାଇଁ ଛାତ୍ରଛାତ୍ରୀମାନେ ଆଜି ମନାଲି ଅଭିମୁଖେ ନିଜର ଯାତ୍ରା ଆରମ୍ଭ କରିବେ। ଏହି ଅବସରରେ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା,…

Read More

ସୁଟିଂ ବିଶ୍ଵକପ ରେ ଶ୍ରୀୟଙ୍କା

ରାଉରକେଲା: ଓଡ଼ିଶାର ମହିଳା ସୁଟର ଶ୍ରିୟଙ୍କା ଷଡ଼ଙ୍ଗୀ ସୁଟିଂ ବିଶ୍ଵକପ ଦଳରେ ସ୍ଥାନ ପାଇଛନ୍ତି। ଆର୍ଜେଣ୍ଟିନା ର ବୁଏନାସ ଏୟରାସ ଓ ପେରୁ ର ଲିମା ଠାରେ ଆୟୋଜିତ ହେବାକୁ ଥିବା ଆଇ ଏସ ଏସ ଏଫ୍ ସୁଟିଂ ବିଶ୍ଵକପ ରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଶ୍ରୀୟଙ୍କା। ଚକିତ ବର୍ଷ ଅପ୍ରେଲ ୧ ତାରିଖରୁ ୧୧ ତାରିଖ ଆର୍ଜେଣ୍ଟିନା ଓ ୧୩ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ପେରୁ ରେ ଦୁଇଟି ପ୍ରତିଯୋଗିତା ଆୟୋଜିତ ହେବ…

Read More

ପ୍ରୋ ଲିଗ୍ ମହିଳା ହକି ରେ ସ୍ପେନ ଓ ଇଂଲଣ୍ଡ ବିଜୟ।

ଭୁବନେଶ୍ବର: ପ୍ରୋ ଲିଗ୍ ହକି ର ଦ୍ୱିତୀୟ ଦିବସରେ ମହିଳା ବର୍ଗ ରେ ପ୍ରଥମ ମ୍ୟାଚ୍ ସ୍ପେନ ଓ ଜର୍ମାନୀ ମଧ୍ୟରେ ହୋଇଥିଲା। ଏହି ମ୍ୟାଚ୍ ଟି ସଂଘର୍ଷ ପୁର୍ଣ୍ଣ ହୋଇଥିଲା। ପ୍ରଥମ ମ୍ୟାଚ୍ ରେ ସ୍ପେନ ପ୍ରଥମରୁ ସୁନ୍ଦର ଖେଳ ପ୍ରଦର୍ଶନ କରି ୫ ମ ମିନିଟ୍ ରେ ଶୋଫିଆ ରୋଦସ୍କି ଙ୍କ ସୁନ୍ଦର ଫିଲ୍ଡ ଗୋଲ ଦଳକୁ ଅଗ୍ରଣୀ କରାଇଥିଲା । ସେହିପରି ଖେଳର ୧୨ ତମ ମିନିଟ୍ ରେ ଜର୍ମାନୀ ର ଏଇନା…

Read More

ପ୍ରୋ ଲିଗ୍ ରେ ଭାରତୀୟ ମହିଳା ଦଳର ଦମଦାର୍ ବିଜୟୀ ।

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହେଲା ଉଭୟ ପୁରୁଷ ଓ ମହିଳା ହକି ପ୍ରୋ ଲିଗ୍ ପ୍ରତିଯୋଗିତା । ୧୫ ଫେବ୍ରୁଆରୀ ରୁ ଆରମ୍ଭ ହୋଇ ୨୫ ଫେବ୍ରୁଆରୀ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଆଜି ଦ୍ୱିତୀୟ ମ୍ୟାଚ ସନ୍ଧ୍ୟା ୫.୧୫ ମିନିଟ୍ ରୁ ଆରମ୍ଭ ହୋଇଥିଲା ଏହି ମ୍ୟାଚ୍ ମହିଳା ବର୍ଗ ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିଲା। ଏହି ମ୍ୟାଚ୍ ଟି ଅତ୍ୟନ୍ତ ରୋମାଞ୍ଚକର ଓ ସଂଘର୍ଷ ପୂର୍ଣ୍ଣ ହୋଇଥିଲା…

Read More

କଳିଙ୍ଗ ରେ ଆରମ୍ଭ ହେଲା ହକି ପ୍ରୋ ଲିଗ୍

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ ରେ ଆରମ୍ଭ ହେଲା ଉଭୟ ପୁରୁଷ ଓ ମହିଳା ହକି ପ୍ରୋ ଲିଗ୍ ପ୍ରତିଯୋଗିତା । ୧୫ ଫେବ୍ରୁଆରୀ ରୁ ଆରମ୍ଭ ହୋଇ ୨୫ ଫେବ୍ରୁଆରୀ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଆଜି ପ୍ରଥମ ମ୍ୟାଚ୍ ଅପରାହ୍ନ ୩ ଟାରୁ ଆରମ୍ଭ ହୋଇଥିଲା ଏହି ମ୍ୟାଚ୍ ମହିଳା ବର୍ଗ ରେ ସ୍ପେନ ଓ ଜର୍ମାନୀ ମଧ୍ୟରେ ହୋଇଥିଲା। ଏହି ମ୍ୟାଚ୍ ଟି ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା । ଖେଳ ଆରମ୍ବାରୁ ସ୍ପେନ…

Read More

ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ଓ କ୍ରୀଡ଼ାପ୍ରତିଭା ବିକାଶ କରିବା ଆମ ଲକ୍ଷ୍ୟ : କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର (୧୨/୨): ଓଡ଼ିଶାର ସମସ୍ତ ବ୍ଲକରେ ଷ୍ଟାଡିୟମ ନିର୍ମାଣ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ବ୍ଲକ ଗୁଡ଼ିକରେ ହେବାକୁ ଥିବା ଷ୍ଟାଡିୟମ ନିମନ୍ତେ ଉପଯୁକ୍ତ ସ୍ଥାନ ନିରୂପଣ କରିବା ପାଇଁ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ଏକ ବୈଠକର ଆୟୋଜନ କରାଯାଇଥିଲା। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।…

Read More

ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିକୁ ଓଡ଼ିଶାର ପ୍ରତିଟି ବ୍ଲକରେ ପହଞ୍ଚାଇବା ଆମର ଲକ୍ଷ୍ୟ : କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର (୧୦/୨): ଓଡ଼ିଶାର ସମସ୍ତ ୩୧୪ ଗୋଟି ବ୍ଲକରେ ଷ୍ଟାଡିୟମ ନିର୍ମାଣ କରାଯିବା। ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ କରିବା ନିମନ୍ତେ ୪୧୨୪ କୋଟି ଟଙ୍କାର ବ୍ୟୟ ଅଟକଳ ସ୍ଥିର କରାଯାଇଛି। ଏହି ବ୍ଲକ ସ୍ତରୀୟ ଷ୍ଟାଡିୟମ ପ୍ରାୟ ୮ ରୁ ୧୦ ଏକର ସ୍ଥାନରେ ନିର୍ମାଣ କରାଯିବ। ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ହେବା ସହ କ୍ରୀଡ଼ା ପ୍ରତିଭାର ସାମଗ୍ରିକ ବିକାଶ କରିବାରେ ଏହା ନିଶ୍ଚିତ ରୂପେ ସହାୟକ ହେବ। କ୍ରୀଡ଼ାର ବିକାଶ ପାଇଁ…

Read More