
ସୁଟିଂ ବିଶ୍ଵକପ ରେ ଶ୍ରୀୟଙ୍କା
ରାଉରକେଲା: ଓଡ଼ିଶାର ମହିଳା ସୁଟର ଶ୍ରିୟଙ୍କା ଷଡ଼ଙ୍ଗୀ ସୁଟିଂ ବିଶ୍ଵକପ ଦଳରେ ସ୍ଥାନ ପାଇଛନ୍ତି। ଆର୍ଜେଣ୍ଟିନା ର ବୁଏନାସ ଏୟରାସ ଓ ପେରୁ ର ଲିମା ଠାରେ ଆୟୋଜିତ ହେବାକୁ ଥିବା ଆଇ ଏସ ଏସ ଏଫ୍ ସୁଟିଂ ବିଶ୍ଵକପ ରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଶ୍ରୀୟଙ୍କା। ଚକିତ ବର୍ଷ ଅପ୍ରେଲ ୧ ତାରିଖରୁ ୧୧ ତାରିଖ ଆର୍ଜେଣ୍ଟିନା ଓ ୧୩ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ପେରୁ ରେ ଦୁଇଟି ପ୍ରତିଯୋଗିତା ଆୟୋଜିତ ହେବ…