ବିଶ୍ଵ ବିଜେତା ହେଲେ ଜର୍ମାନୀ ଓ ପୋଲାଣ୍ଡ ।
ନୂଆଦିଲ୍ଲୀ: କ୍ରୋଏସିଆ ର ପୋରିକ୍ ରେ ଥିବା ଯାତିକା ସ୍ପୋର୍ଟସ ସେଣ୍ଟର୍ ରେ ଚଳିତ ୩ ରୁ ୯ ଫେବୃୟାରୀ ପର୍ୟ୍ୟନ୍ତ ଏଫ୍ ଆଇ ଏଚ୍ ୭ ମ ସଂସ୍କରଣ ଇଣ୍ଡୋର ପୁରୁଷ ଓ ମହିଳା ସିକ୍ସ ଏ ସାଇଡ ହକି ବିଶ୍ୱକପ୍ ଆୟୋଜିତ ହୋଇଯାଇଛି। ଏଥିରେ ପୁରୁଷ ରେ ୧୨ ଟି ଓ ମହିଳା ରେ ମଧ୍ୟ ୧୨ ଟି ଦଳ ଅଂଶ ଗ୍ରହଣ କରିଥିଲେ। ପୁରୁଷ ବର୍ଗ ରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବେଲଜିୟମ,…
