କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍

ଭୁବନେଶ୍ୱର୧୦ ଅକ୍ଟୋବର, ୨୦୨୫ ଆସନ୍ତାକାଲି ଠାରୁ ଅର୍ଥାତ୍‌ ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍‌ର ଆୟୋଜନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଆଥଲେଟିକ୍ସ ସେଣ୍ଟର ଠାରେ କରାଯିବ। ଅନ୍ତର୍ଜାତୀୟ ଟେବୁଲ ଟେନିସ୍‌ ମହାସଂଘ, ଭାରତୀୟ ଟେବୁଲ ଟେନିସ୍ ମହାସଂଘ, ଏସିଆନ୍‌ ଟେବୁଲ ଟେନିସ୍ ୟୁନିୟନ, ଓଡ଼ିଶା ଟେବୁଲ ଟେନିସ୍ ଆସୋସିଏସନ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତାର ଆୟୋଜନ କରାଯିବ। ଦୀର୍ଘ…

Read More

କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍

ଭୁବନେଶ୍ୱର୯ ଅକ୍ଟୋବର, ୨୦୨୫ ଭାରତୀୟ ଆଥଲେଟିକ୍ସ ମହାସଂଘ, ଓଡ଼ିଶା ଆଥଲେଟିକ୍ସ ସଂଘ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍‌ର ଆୟୋଜନ କରାଯିବ। ଅକ୍ଟୋବର ୧୦ ତାରିଖ ଠାରୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୨୦୦୦ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ। ଓଡ଼ିଶାରୁ ୩୮ଜଣ ପୁରୁଷ ଏବଂ ୩୭ଜଣ ମହିଳା…

Read More

ଜାତୀୟ ବାସ୍କେଟ୍ ବଲ ଚାମ୍ପିଅନସିପରେ ଦିଲ୍ଲୀ , କେରଳ, ପୁଡୁଚେରୀ ର ସ୍ବର୍ଣ୍ଣ ପଦକ ସହିତ ଓଡ଼ିଶା ମହିଳା ଙ୍କ ରୌପ୍ୟ ଓ କାଂସ୍ୟ ପଦକ ହାସଲ।

ଭୁବନେଶ୍ୱର, ୯.୧୦.୨୫: ସ୍ୱତନ୍ତ୍ର ଅଲିମ୍ପିକ୍ସ ଭାରତ ଦ୍ୱାରା ଆୟୋଜିତ ମହିଳା ଜାତୀୟ ବାସ୍କେଟ ବଲ୍ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି । ଚଳିତ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧାର କେଟି ଗ୍ଲୋବାଲ୍ ସ୍କୁଲରେ ଅନୁଷ୍ଠିତ ହୋଇଥିବା ଏହି ଜାତୀୟ ବାସ୍କେଟ୍ ବଲ ଚମ୍ପିଆନ ସିପରେ ଓଡ଼ିଶା ମହିଳା ଦଳ ଦୁଇଟି ବର୍ଗ ଏଫ୍ ୩ ଓ ଏଫ୍ ୨ ରେ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି। ଉଭୟ ଦଳଗୁଡ଼ିକ ଦକ୍ଷତା…

Read More

ବାସ୍କେଟବଲ୍ ଜାତୀୟ ଚାମ୍ପିଅନସିପ୍ ଉଦଘାଟିତ।

ଭୁବନେଶ୍ୱର, ୬-୧୦-୨୫.: ଭୁବନେଶ୍ୱର ସ୍ତିତ କେଟି ଗ୍ଲୋବାଲ୍ ସ୍କୁଲ ପରିସରରେ ଥିବା କ୍ରିକେଟ୍ ଗ୍ରାଉଣ୍ଡରେ ବରୁଣେଇ ପାହାଡ଼ର ମନୋରମ ପୃଷ୍ଠଭୂମିରେ ଆୟୋଜିତ ହୋଇଛି ସ୍ପେଶାଲ ଅଲମ୍ପିକ୍ସ ର ବସ୍କେଟ ବଲ ପ୍ରତିଯୋଗୀତା । ଏହି ପ୍ରତିଯୋଗୀତାରେ ବିଭିନ୍ନ ରାଜ୍ୟରୁ ୨୫୦ କ୍ୟାମ୍ପର (ପ୍ରତିଯୋଗୀ )ଭାଗ ନେଇଛନ୍ତି।ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦ୍ବାରା ଆଜି ଏହି ଜାତୀୟ ପ୍ରତିଯୋଗୀତା ର ଶୁଭ ଉଦଘାଟନୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରାୟ 16 ଟି ରାଜ୍ୟର ଖେଳାଳି, ପ୍ରଶିକ୍ଷକ, ଅଂଶୀଦାର, ଅଧିକାରୀ…

Read More

କଳିଙ୍ଗ ଷ୍ଟାଡ଼ିୟମ ଏବଂ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ବୁଲି ଦେଖିଲେ ଶ୍ରୀଲଙ୍କା ଅଧିକାରୀ

ଭୁବନେଶ୍ୱର୨୮ ଅଗଷ୍ଟ,୨୦୨୫ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀଲଙ୍କାର ଅଧିକାରୀମାନେ ଆଜି କଳିଙ୍ଗ ଷ୍ଟାଡ଼ିୟମ ଏବଂ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନରେ ଯାଇଥିଲେ। ଏହି ଅବସରରେ ଶ୍ରୀଲଙ୍କା ଦେଶର ଅଧିକାରୀମାନେ କଳିଙ୍ଗ ଷ୍ଟାଡ଼ିୟମରେ ରହିଥିବା ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର, ଆଥଲେଟିକ୍ସ ଷ୍ଟାଡ଼ିୟମ, ହକି ଷ୍ଟାଡ଼ିୟମ, ଭାରତ୍ତୋଳନ, ସନ୍ତରଣ, ବ୍ୟାଡ଼ମିଣ୍ଟନ, ସୁଟିଙ୍ଗ, ଜିମ୍ନାଷ୍ଟିକ୍ସ ହାଇ ପରଫର୍‌ମାନ୍ସ ସେଣ୍ଟର ଆଦି ବୁଲି ଦେଖିଥିଲେ। ଶ୍ରୀଲଙ୍କାର ଅଧିକାରୀମାନେ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମିର ଭୂୟସୀ ପ୍ରଶଂସା କରିବା ସହିତ ଓଡ଼ିଶାରେ ହୋଇଥିବା ବିଭିନ୍ନ ଅନ୍ତର୍ଜାତୀୟ…

Read More

ଓଡ଼ିଶାରେ ହେବ ମହା ଦେଶୀୟ କାଂସ୍ୟ ଦୌଡକୁଦ ପ୍ରତିଯୋଗିତା: ଆୟୋଜନର ସଫଳତାକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର:(୪-୮-୨୫) କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ଵର ରେ ଚଳିତ ମାସ ୧୦ ତାରିଖ ରେ ହେବାକୁ ଯାଉଛି ବିଶ୍ବ ମହାଦେଶିୟ କାଂସ୍ୟ ଦୌଡ କୁଦ ପ୍ରତିଯୋଗିତା। ରାଜ୍ୟ କ୍ରୀଡା ବିଭାଗ ର ପୂର୍ବ ସୂଚନା ମୁତାବକ ପ୍ରାୟ ୧୦ ରୁ ଉର୍ଦ୍ଧୁ ଦେଶର ଖେଳାଳୀଙ୍କୁ ନେଇ ଏଥିରେ ପ୍ରାୟ ୧୫ ଟି ଟ୍ରାକ ପ୍ରତିଯୋଗିତା ଆୟୋଜିତ ହେବ। ଭାଗ ନେଉଥିବା ସମସ୍ତ ପ୍ରତିଯୋଗୀ ଚଳିତ ୭/୮ ତାରିଖରେ ଭୁବନେଶ୍ଵର ରେ ପହଞ୍ଚିବାର ସୂଚନା ରହିଛି। ଓଡ଼ିଶା କ୍ରୀଡା ବିଭାଗ…

Read More

ଫିଡେ ବିଶ୍ଵକପ ଜିତିଲେ ଭାରତର ଦିବ୍ୟା ଦେଶମୁଖ ।

ଜର୍ଜିଆ – (୨୮.୭.୨୫) ଜର୍ଜିଆ ର ବାତୁମି ସହର ରେ ଆୟୋଜିତ ଫିଡେ ଚେସ ବିଶ୍ଵକପ ଚମ୍ପିୟାନ ହେଲେ ଭାରତର ଦୀବ୍ୟା ଦେଶମୁଖ । ୧୯ ବର୍ଷୀୟ ଦିବ୍ୟା ନିଜ ଦେଶର କୋନେରୁ ହମ୍ପି କୁ ଟ୍ରାଇ ବ୍ରେକ ରେ ୧.୫-୦୫ ରେ ପରାସ୍ତ କରି ୨୦୨୫ ବିଶ୍ଵକପ ବିଜୟିନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଫାଇନାଲ ମୁକାବିଲା ଖୁବ୍ ସଂଘର୍ଷ ପୁର୍ଣ୍ଣ ହୋଇଥିଲା ଦୁଇ ଭାରତୀୟ ହମ୍ପି ଓ ଦିବ୍ୟା ଙ୍କ ମଧ୍ୟରେ ପ୍ରଥମ ଦୁଇ…

Read More

ମାଷ୍ଟର ହକି : ଓଡ଼ିଶା ଓ ପଞ୍ଜାବ ଫାଇନାଲ ରେ ।

ଚେନ୍ନାଇ: ୨୬-୬-୨୫ – ଚେନ୍ନାଇ ଏଗମୋର୍ ରେ ଥିବା ରାଧା କ୍ରିଷ୍ଣନ ନ୍ ହକି ଷ୍ଟାଡିୟମ୍ ରେ ଚଳିତ ୧୮ ରୁ ଆରମ୍ଭ ହୋଇଥିବା ପ୍ରଥମ ମାଷ୍ଟର ହକି ପ୍ରତିଯୋଗୀତା ୨୭ ଜୁନ ରେ ସରିବାକୁ ଥିଲାବେଳେ। ଆଜି ସକାଳୁ ଖେଳାଯାଇଥିବା ପ୍ରଥମ ମହିଳା ସେମି ଫାଇନାଲ ମ୍ୟାଚ ଏକ ପ୍ରକାର ଏକ ତରଫା ହୋଇଥିଲା । ଓଡ଼ିଶା ଓ ତାମିଲନାଡୁ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଆଜି ଓଡ଼ିଶାର ଲୁସିଲା ଏକ୍କା ତାମିଲନାଡୁ ବିପକ୍ଷରେ…

Read More