
ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ, ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର
ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ, ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର “ମର୍ଡନ୍ ଫିଜିକାଲ୍ ଏଜୁକେସନ୍ ଏଣ୍ଡ୍ ଫ୍ଯୁଚର୍ ପ୍ରସପ୍କେଟିଭସ୍” ଅନୁଷ୍ଠିତ ହୋଇଯାଇଛି।ଏହି ସେମିନାରରେ ଓୟୁଏଟି ଏନିମଲ୍ ବ୍ରିଡିଙ୍ଗ୍ ଏଣ୍ଡ୍ ଜେନେଟିକ୍ସ ପ୍ରଫେସର ଡ଼ଃ ସୁଶାନ୍ତ କୁମାର ଦାଶ,ପୂର୍ବତନ ପ୍ରିନ୍ସିପାଲ୍ ଡ଼ଃ ଅଶୋକ କୁମାର ନାୟକ,ସିନିୟର୍ ସ୍ପୋର୍ଟ ସାଇନ୍ସ ଏକ୍ସପର୍ଟ (ଖେଲୋ ଇଣ୍ଡିଆ) ଡ଼ଃ ସୌମିତ୍ର ମଣ୍ଡଲ୍, ସ୍କୁଲ ଅଫ ସ୍ପୋର୍ଟ ଆଣ୍ଡ ୟୋଗିକ୍ ସାଇନ୍ସ,କିଟ୍ ପ୍ରଫେସର ମନମୋହନ ରାଉତ,ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ,କୁଲୁଣ୍ଡି ଭାରପ୍ରାପ୍ତ ଅଧ୍ୟକ୍ଷ…