ଆସନ୍ତା ୧୫ ର ରୁ କଳିଙ୍ଗ ରେ ଏଫ୍ ଆଇ ଏଚ୍ ପ୍ରୋଲିଗ୍ ହକି।
ରାଉରକେଲା: ଆସନ୍ତା ଫେବୃୟାରୀ ୧୫ ତାରିଖରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ରେ ଏଫ୍ ଆଇ ଏଚ୍ ପ୍ରୋଲିଗ ହକି ଆରମ୍ଭ ହେବ।ଉଭୟ ପୁରୁଷ ଓ ମହିଳା ବର୍ଗ ରେ ଏହି ପ୍ରତିଯୋଗିତା ହେବ। ବିଶ୍ବର ରେଙ୍କିଂ ଅନୁଯାୟୀ ବେଷ୍ଟ ୯ ଟି ଦେଶ ଏହି ସମୟରେ ପ୍ରତିଯୋଗିତାରେ ଭାଗ ନିଅନ୍ତି। ପୁରୁଷ ରେ ଆରଜେଣ୍ଟିନା,ଅଷ୍ଟ୍ରେଲିଆ, ବେଲଜିୟମ, ଇଂଲଣ୍ଡ, ଜର୍ମାନୀ,ଭାରତ, ଆୟରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ଓ ସ୍ପେନ ଆଦି ଦେଶ ଯୋଗ୍ୟତା ଅର୍ଜନ କରିଥିବା ବେଳେ ମହିଳା ବର୍ଗ ରେ…